କୁହୁଳୁଛି ଝାରସୁଗୁଡ଼ା ରାଜନୀତି

ୱାର୍ଡ ବୁଲିଲେ ବିଧାୟକ । ଚିହିଁକି ଉଠିଲା ବିଜେଡି । ବିଜେଡି କାମକୁ ନେଇ ବିଜେପି ଉଠାଇଲା ପ୍ରଶ୍ନ । ଦୁଇ ଦଳ ହେଲେ ମୁହାଁମୁହିଁ । ବର୍ଷା ଋତୁ ପୂର୍ବରୁ ସହରର ବିଭିନ୍ନ ନାଳ ନର୍ଦ୍ଦମାର ସଫେଇ ଅଭିଯାନ ଆରମ୍ଭ ହୋଇଛି ।

କୁହୁଳୁଛି ଝାରସୁଗୁଡ଼ା ରାଜନୀତି
Array