କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ସବୁଠାରୁ ବଡ ବଜାର – ମାର୍କ ଜୁକରବର୍ଗ

ଡେସ୍କ: ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବ୍ୟବହାର ପାଇଁ ଭାରତ ଏବେ ସେମାନଙ୍କର ସବୁଠାରୁ ବଡ଼ ବଜାର। ଜୁକରବର୍ଗ କହିଛନ୍ତି ଯେ ଦ୍ୱିତୀୟ ତ୍ରୈମାସିକର ଆୟ କଲ୍ରେ ସେମାନେ ହ୍ଵାଟ୍ସଆପରେ ଆଶାଜନକ ସଫଳତା ଦେଖୁଛନ୍ତି ଏବଂ ମେଟା ଏଆଇ ବ୍ୟବହାର ପାଇଁ ଭାରତ ସେମାନଙ୍କର ସର୍ବବୃହତ ବଜାରରେ ପରିଣତ ହୋଇଛି। ମେଟା ଏଆଇ ବର୍ତ୍ତମାନ ହିନ୍ଦୀ, ଫ୍ରେଞ୍ଚ ଏବଂ ଜର୍ମାନ ସମେତ ଅନ୍ୟ ୭ଟି ଭାଷାରେ […]

କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ସବୁଠାରୁ ବଡ ବଜାର – ମାର୍କ ଜୁକରବର୍ଗ

ଡେସ୍କ: ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବ୍ୟବହାର ପାଇଁ ଭାରତ ଏବେ ସେମାନଙ୍କର ସବୁଠାରୁ ବଡ଼ ବଜାର। ଜୁକରବର୍ଗ କହିଛନ୍ତି ଯେ ଦ୍ୱିତୀୟ ତ୍ରୈମାସିକର ଆୟ କଲ୍ରେ ସେମାନେ ହ୍ଵାଟ୍ସଆପରେ ଆଶାଜନକ ସଫଳତା ଦେଖୁଛନ୍ତି ଏବଂ ମେଟା ଏଆଇ ବ୍ୟବହାର ପାଇଁ ଭାରତ ସେମାନଙ୍କର ସର୍ବବୃହତ ବଜାରରେ ପରିଣତ ହୋଇଛି। ମେଟା ଏଆଇ ବର୍ତ୍ତମାନ ହିନ୍ଦୀ, ଫ୍ରେଞ୍ଚ ଏବଂ ଜର୍ମାନ ସମେତ ଅନ୍ୟ ୭ଟି ଭାଷାରେ ଉପଲବ୍ଧ ହେଉଛି। ଭାରତରେ ମେଟା ଏଆଇ ଗତବର୍ଷ ଲଞ୍ଚ ହୋଇଥିଲା କିନ୍ତୁ ଚଳିତ ବର୍ଷ ଜୁନ୍ ମାସରେ ଏହାକୁ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସାର୍ବଜନୀନ କରାଯାଇଥିଲା।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: 

https://chat.whatsapp.com/8tkc88wC0L7089V56S8SyG

https://chat.whatsapp.com/K41LU4b2UqfBkJrbOSIO4z

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://whatsapp.com/channel/0029VaKt8Sq0gcfMSlTf6B43