କେଏଫ୍ସିର ନୂତନ ଅଭିଯାନ
ନୂଆଦିଲ୍ଲୀ,୯।୧୧: ଦେଶର ପ୍ରମୁଖ ଫୁଡ୍ ପ୍ଲାଟ୍ଫର୍ମ କେଏଫ୍ସି’ର ନୂତନ ଅଭିଯାନ ‘ଟେଷ୍ଟ ଦ ଏପିକ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପ୍ରାୟ ୩୩ ଦଶନ୍ଧି ଧରି କେଏଫ୍ସି ତା’ର ଫିଙ୍ଗର ଲିକିଙ୍ଗ୍ ଗୁଡ୍ କ୍ରିସ୍ପି ଚିକେନ ସହିତ ଦେଶବ୍ୟାପୀ ପ୍ରଶଂସକମାନଙ୍କୁ ଖୁସି ପ୍ରଦାନ କରିଆସୁଛି। ଏପରିକି ଚଳିତ ନଭେମ୍ବର ମାସରେ କେଏଫ୍ସି ଆଇକୋନିକ୍ ହଟ୍ ଆଣ୍ଡ କ୍ରିସ୍ପି ଚିକେନ୍ଠାରୁ ଆରମ୍ଭକରି ହଟ୍ ୱିଙ୍ଗ୍ସ, ବୋନ୍ଲେସ୍ ଚିକେନ ପପ୍କର୍ନ, ପେରି-ପେରି ବୋନ୍ଲେସ୍ ଚିକେନ୍ ଷ୍ଟ୍ରିପ୍ସ, ବିଭିନ୍ନ ପ୍ରକାର […] The post କେଏଫ୍ସିର ନୂତନ ଅଭିଯାନ appeared first on Dharitri Odia News.
ନୂଆଦିଲ୍ଲୀ,୯।୧୧: ଦେଶର ପ୍ରମୁଖ ଫୁଡ୍ ପ୍ଲାଟ୍ଫର୍ମ କେଏଫ୍ସି’ର ନୂତନ ଅଭିଯାନ ‘ଟେଷ୍ଟ ଦ ଏପିକ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପ୍ରାୟ ୩୩ ଦଶନ୍ଧି ଧରି କେଏଫ୍ସି ତା’ର ଫିଙ୍ଗର ଲିକିଙ୍ଗ୍ ଗୁଡ୍ କ୍ରିସ୍ପି ଚିକେନ ସହିତ ଦେଶବ୍ୟାପୀ ପ୍ରଶଂସକମାନଙ୍କୁ ଖୁସି ପ୍ରଦାନ କରିଆସୁଛି। ଏପରିକି ଚଳିତ ନଭେମ୍ବର ମାସରେ କେଏଫ୍ସି ଆଇକୋନିକ୍ ହଟ୍ ଆଣ୍ଡ କ୍ରିସ୍ପି ଚିକେନ୍ଠାରୁ ଆରମ୍ଭକରି ହଟ୍ ୱିଙ୍ଗ୍ସ, ବୋନ୍ଲେସ୍ ଚିକେନ ପପ୍କର୍ନ, ପେରି-ପେରି ବୋନ୍ଲେସ୍ ଚିକେନ୍ ଷ୍ଟ୍ରିପ୍ସ, ବିଭିନ୍ନ ପ୍ରକାର ଜିଞ୍ଜର ବର୍ଗର, ରୋଲ୍ ଆଦିକୁ ବ୍ରାଣ୍ଡ୍ର ବେଷ୍ଟ ସେଲିଂ ଫ୍ୟାନ ଫେଭରାଇଟ୍ଗୁଡିକର ବିସ୍ତୃତ ରେଞ୍ଜକୁ ସେଲିବ୍ରେଟ୍ କରୁଛି। ସେହିଭଳି ଭାରତବ୍ୟାପୀ ଉପଭୋକ୍ତାମାନେ କେଏଫ୍ସି ସିଗ୍ନେଚର ମେନ୍ୟୁ ଆଇଟମ୍ର ଅତୁଳନୀୟ ସ୍ବାଦ ଓ କ୍ରଞ୍ଚ୍ ସହିତ ଐତିହାସିକ ସ୍ବାଦକୁ ଉପଭୋଗ କରିପାରିବେ। ଏପରିକି ଚିକେନ୍ପ୍ରେମୀମାନେ କେଏଫ୍ସିର ବେଷ୍ଟ ସେଲିଂ ମେନ୍ୟୁ ଆଇଟମ-ଚିକେନ ଅନ୍ ବୋନ୍, ବୋନ୍ଲେସ୍ ଓ ବର୍ଗର୍ସ ଆଣ୍ଡ୍ ମୋର୍ ଭଳି ୩ଟି ବର୍ଗରେ ବିକଳ୍ପଗୁଡିକର ଏକ ରେଞ୍ଜ ସହ ନିଜକୁ ସନ୍ତୁଷ୍ଟ କରିବା ପାଇଁ ପ୍ରସ୍ତୁତ ରହିଛି, ଯାହାକି ସମସ୍ତଙ୍କ ପାଇଁ କିଛି ନା କିଛି ସୁନିଶ୍ଚିିତ କରୁଛି। ସେହିପରି ‘ଚିକେନ ଅନ୍ ବୋନ୍’ ବର୍ଗ ପ୍ରଶଂସକଙ୍କ ପାଇଁ ଆଇକୋନିକ ଫିଙ୍ଗର ଲିକିଙ୍ଗ୍ ଚିକେନର ଉତ୍ତମ ସ୍ବାଦ ଓ ଅନୁଭୂତି ଆଣୁଛି।
The post କେଏଫ୍ସିର ନୂତନ ଅଭିଯାନ appeared first on Dharitri Odia News.