କେତେ ସୁରକ୍ଷିତ ଗୋପାଳପୁର ସମୁଦ୍ର ବେଳାଭୂମି? || BADA KHABAR TV

କେତେ ସୁରକ୍ଷିତ ଗୋପାଳପୁର ସମୁଦ୍ର ବେଳାଭୂମି? ଯୁବକଙ୍କୁ ବାନ୍ଧି ସାଥୀ ଯୁବତୀଙ୍କୁ ଗଣଦୁଷ୍କର୍ମ । ଲଜ୍ଜାକର ଘଟଣାକୁ ନେଇ ଦେଶରେ ଚର୍ଚ୍ଚା । ଗୋପାଳପୁର ସମୁଦ୍ର କୂଳରେ ଲଜ୍ଜାକର ଘଟଣା । ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ