କେନ୍ଦୁଝର ଆନ୍ତର୍ଜାତିକ ମହିଳା ଦିବସ ପାଳନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ! Women's day celebration in Keonjhar.
କେନ୍ଦୁଝର ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ସ୍ତରୀୟ ସଘଂ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅତି ଧୁମ ଧାମରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମଟି ଅନୁଷ୍ଠାନର ସଭାପତି କୀରଣ ବାଳା ସେଠୀ ଙ୍କ ନେତୃତ୍ଵରେ ପରିଚାଳନା ହୋଇଥିଲା। Women's