କେନ୍ଦ୍ର ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଲେ ଅରୁଣ ଗୋଏଲ, ଇସ୍ତଫାପତ୍ର ରାଷ୍ଟ୍ରପତି ଗ୍ରହଣ କରିଥିବା ସୂଚନା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ। ସାଧାରଣ ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ। ଅରୁଣ ଗୋଏଲଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଥିବା ସୂଚନା ମିଳିଛ। ଅରୁଣ ଗୋଏଲଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ରହିଥିଲା। କେନ୍ଦ୍ରୀୟ ନିର୍ବାଚନ କମିଶନରେ ଏବେ ୨ଟି କମିଶନର ପଦ ଖାଲିରହିଛି। ତେବେ ଅରୁଣ ଗୋଏଲ କ’ଣ ପାଇଁ ଇସ୍ତଫା ଦେଇଛନ୍ତି ତାହାର କାରଣ ସ୍ପଷ୍ଟ ହୋଇନାହିଁ।