କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ତରଫରୁ ଭାଷଣ ଦେଲେ ଓଡ଼ିଶାର ଝିଅ ବର୍ଣ୍ଣାଳି ସାହୁ

ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବୀରଗାଥା 3.0 ପ୍ରତିଯୋଗିତା କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ତରଫରୁ ଭାଷଣ ଦେଲେ ଓଡ଼ିଶାର ଝିଅ ବର୍ଣ୍ଣାଳି ସାହୁ । କରତାଳି ଦେଇ ବର୍ଣ୍ଣାଳିଙ୍କ ଅଭିଭାଷଣକୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉପସ୍ଥିତ ସେନାବାହିନୀର ବ୍ୟକ୍ତିବିଶେଷମାନେ । The post କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ତରଫରୁ ଭାଷଣ ଦେଲେ ଓଡ଼ିଶାର ଝିଅ ବର୍ଣ୍ଣାଳି ସାହୁ appeared first on KNews Odisha.

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ତରଫରୁ ଭାଷଣ ଦେଲେ ଓଡ଼ିଶାର ଝିଅ ବର୍ଣ୍ଣାଳି ସାହୁ
barnali

ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବୀରଗାଥା 3.0 ପ୍ରତିଯୋଗିତା କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ତରଫରୁ ଭାଷଣ ଦେଲେ ଓଡ଼ିଶାର ଝିଅ ବର୍ଣ୍ଣାଳି ସାହୁ । କରତାଳି ଦେଇ ବର୍ଣ୍ଣାଳିଙ୍କ ଅଭିଭାଷଣକୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉପସ୍ଥିତ ସେନାବାହିନୀର ବ୍ୟକ୍ତିବିଶେଷମାନେ ।

defense

The post କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ତରଫରୁ ଭାଷଣ ଦେଲେ ଓଡ଼ିଶାର ଝିଅ ବର୍ଣ୍ଣାଳି ସାହୁ appeared first on KNews Odisha.