କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି |
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଭାରତ-ପାକ୍ ହଲଚଲ ଭିତରେ ବଡ଼ ଘୋଷଣା କରିଛନ୍ତି ଭାରତ ସରକାର । ଜାତିଭିତ୍ତିକ ଜନଗଣନାକୁ ଅନୁମତି । ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନା ହେବ । ପ୍ରଧାନମନ୍ତ୍ରୀ କରିଛନ୍ତି ଅନୁମୋଦନ #UnionCabinet
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଭାରତ-ପାକ୍ ହଲଚଲ ଭିତରେ ବଡ଼ ଘୋଷଣା କରିଛନ୍ତି ଭାରତ ସରକାର । ଜାତିଭିତ୍ତିକ ଜନଗଣନାକୁ ଅନୁମତି । ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନା ହେବ । ପ୍ରଧାନମନ୍ତ୍ରୀ କରିଛନ୍ତି ଅନୁମୋଦନ
#UnionCabinet