କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ନିକୁଞ୍ଜ ବିହାରୀ ଧଳ, ସଂସଦୀୟ ବ୍ୟାପାର ସଚିବ ଭାବେ ମିଳିଲା ନିଯୁକ୍ତି
ଭୁବନେଶ୍ବର ୧୮।୪: ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ । ଓଡ଼ିଶା କ୍ୟାଡ଼ରର ୩ ଜଣ ଆଇଏଏସ୍ଙ୍କୁ ନୂଆ ନିଯୁକ୍ତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି ଆଇଏଏସ୍ ନିକୁଞ୍ଜ ଧଳ । କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ମିଳିଲା ନିଯୁକ୍ତି । ୧୯୯୩ ବ୍ୟାଚ୍ର ଆଇଏଏସ୍ ହେଉଛନ୍ତି ନିକୁଞ୍ଜ ଧଳ ।ସେହିଭଳି ୧୯୯୪ ବ୍ୟାଚ୍ର IAS ସନ୍ତୋଷ ଷଡ଼ଙ୍ଗୀଙ୍କୁ ନୂଆ ଦାୟିତ୍ବ ମିଳିଛି । ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜୀ ସଚିବ ଭାବେ ମିଳିଛି ନିଯୁକ୍ତି । ସେହିଭଳି ୧୯୯୪ ବ୍ୟାଚ୍ର ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ ସଂସ୍କୃତି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ମିଳିଛି ।You Can Read:ବଦଳିଯିବ ରାସନ କାର୍ଡର ରୂପ ରଙ୍ଗ , ନୂଆ ଢଙ୍ଗରେ ବଣ୍ଟାଯିବ କାର୍ଡ : ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ବର ୧୮।୪: ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ । ଓଡ଼ିଶା କ୍ୟାଡ଼ରର ୩ ଜଣ ଆଇଏଏସ୍ଙ୍କୁ ନୂଆ ନିଯୁକ୍ତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି ଆଇଏଏସ୍ ନିକୁଞ୍ଜ ଧଳ । କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ମିଳିଲା ନିଯୁକ୍ତି । ୧୯୯୩ ବ୍ୟାଚ୍ର ଆଇଏଏସ୍ ହେଉଛନ୍ତି ନିକୁଞ୍ଜ ଧଳ ।
ସେହିଭଳି ୧୯୯୪ ବ୍ୟାଚ୍ର IAS ସନ୍ତୋଷ ଷଡ଼ଙ୍ଗୀଙ୍କୁ ନୂଆ ଦାୟିତ୍ବ ମିଳିଛି । ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜୀ ସଚିବ ଭାବେ ମିଳିଛି ନିଯୁକ୍ତି । ସେହିଭଳି ୧୯୯୪ ବ୍ୟାଚ୍ର ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ ସଂସ୍କୃତି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ମିଳିଛି ।





You Can Read:
ବଦଳିଯିବ ରାସନ କାର୍ଡର ରୂପ ରଙ୍ଗ , ନୂଆ ଢଙ୍ଗରେ ବଣ୍ଟାଯିବ କାର୍ଡ : ଖାଦ୍ୟ ଯୋଗାଣ ମନ୍ତ୍ରୀ