କେରଳରେ ଫସିଥିବା ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ ଉଦ୍ଧାର, ଏବେବି ଡାକ୍ତର ସ୍ବାଧୀନ ପଣ୍ଡା ନିଖୋଜ

ଭୁବନେଶ୍ବର ୩୧।୭: କେରଳ ଭୁସ୍ଖଳନରେ ଫସିଥିବା ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ । ଡାକ୍ତର ବିଷ୍ଣୁ ପ୍ରସାଦ ଚି଼ନେରାଙ୍କ ମୃତଦେହ ଉଦ୍ଧାର ଉଦ୍ଧାର ହୋଇଛନ୍ତି । ଏବେ ବି ଡାକ୍ତର ସ୍ବାଧୀନ ପଣ୍ଡା ନିଖୋଜ ଅଛନ୍ତି । ଅନ୍ୟପଟେ ଓଡିଶା ଅଧିକାରୀଙ୍କ ଏକ ଟିମ୍ କେରଳ ଯାଇଛନ୍ତି । ଓଡିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ନେତୃତ୍ବରେ ଟିମ୍ କେରଳ ଯାଇଛି । ମୃତଦେହ କିପରି ଆସିବ ସେନେଇ ସରକାର ବ୍ୟବସ୍ଥା କରୁଛନ୍ତି । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।You Can Read:ରାଜ୍ୟରେ ୫୮ ନୂଆ ଶୀତଳ ଭଣ୍ଡାର କରିବେ ମୋହନ ସରକାର : କୃଷିମନ୍ତ୍ରୀ

କେରଳରେ ଫସିଥିବା ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ ଉଦ୍ଧାର, ଏବେବି ଡାକ୍ତର ସ୍ବାଧୀନ ପଣ୍ଡା ନିଖୋଜ

ଭୁବନେଶ୍ବର ୩୧।୭: କେରଳ ଭୁସ୍ଖଳନରେ ଫସିଥିବା ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ । ଡାକ୍ତର ବିଷ୍ଣୁ ପ୍ରସାଦ ଚି଼ନେରାଙ୍କ ମୃତଦେହ ଉଦ୍ଧାର ଉଦ୍ଧାର ହୋଇଛନ୍ତି । ଏବେ ବି ଡାକ୍ତର ସ୍ବାଧୀନ ପଣ୍ଡା ନିଖୋଜ ଅଛନ୍ତି । 

ଅନ୍ୟପଟେ ଓଡିଶା ଅଧିକାରୀଙ୍କ ଏକ ଟିମ୍ କେରଳ ଯାଇଛନ୍ତି । ଓଡିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ନେତୃତ୍ବରେ ଟିମ୍ କେରଳ ଯାଇଛି । ମୃତଦେହ କିପରି ଆସିବ ସେନେଇ ସରକାର ବ୍ୟବସ୍ଥା କରୁଛନ୍ତି । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

You Can Read:

ରାଜ୍ୟରେ ୫୮ ନୂଆ ଶୀତଳ ଭଣ୍ଡାର କରିବେ ମୋହନ ସରକାର : କୃଷିମନ୍ତ୍ରୀ