କେଶରପୁରରେ ଖୋଲିଲା ବଡ଼ ସ୍ପୋର୍ଟସ ହବ୍‌ ଆନନ୍ଦ ସ୍ପୋର୍ଟ୍ସ ଇନ୍‌

କଟକ: କେଶରପୁରରେ ଖୋଲିଲା  ଆନନ୍ଦ ସ୍ପୋର୍ଟସ ଇନ। ଗୋଟିଏ ଛାତ ତଳେ ବିଭିନ୍ନ ଖେଳ ସାମଗ୍ରୀ ଗ୍ରାହକ କିଣିପାରିବେ । ୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଆନନ୍ଦ ସ୍ପୋର୍ଟସ ଏବେ ପୂର୍ବ ଭାରତର ସବୁଠାରୁ ବଡ଼ ସ୍ପୋର୍ଟସ କମ୍ପ୍ଲେକ୍ସ ବୋଲି କହିଛନ୍ତି ମାଲିକ ସୂରଜ ଅଗ୍ରୱାଲ।ରବିବାର ସଂଧ୍ୟାରେ ସୂରଜ ଓ ତାଙ୍କ ଭାଇ ୟୋଗେଶ ଅଗ୍ରୱାଲ ମିଳିତ ଭାବରେ ଉଦଘାଟନ କରିଛନ୍ତି । ଏହି ସ୍ପୋର୍ଟସ କମ୍ପ୍ଲେକ୍ସରେ କ୍ରିକେଟ ଖେଳାଳୀଙ୍କ ପାଇଁ ଏକ ନେଟ୍ସର ବ୍ୟବସ୍ଥା ରହିଛି ଯେଉଁଠି ଖେଳାଳି ଆସି ଅଭ୍ୟାସ କରିପାରିବେ। ତେବେ ଏହି ଆନନ୍ଦ ସ୍ପୋର୍ଟସ ଇନରେ ବିଭିନ୍ନ ବ୍ରାଣ୍ଡର ବିଭିନ୍ନ ଖେଳ ସାମଗ୍ରୀ ମଧ୍ୟ ରଖାଯାଇଛି ବୋଲି କହିଛନ୍ତି ମାଲିକ ସୂରଜ ଅଗ୍ରୱାଲ।

କେଶରପୁରରେ ଖୋଲିଲା ବଡ଼ ସ୍ପୋର୍ଟସ ହବ୍‌ ଆନନ୍ଦ ସ୍ପୋର୍ଟ୍ସ ଇନ୍‌

କଟକ: କେଶରପୁରରେ ଖୋଲିଲା  ଆନନ୍ଦ ସ୍ପୋର୍ଟସ ଇନ। ଗୋଟିଏ ଛାତ ତଳେ ବିଭିନ୍ନ ଖେଳ ସାମଗ୍ରୀ ଗ୍ରାହକ କିଣିପାରିବେ । ୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଆନନ୍ଦ ସ୍ପୋର୍ଟସ ଏବେ ପୂର୍ବ ଭାରତର ସବୁଠାରୁ ବଡ଼ ସ୍ପୋର୍ଟସ କମ୍ପ୍ଲେକ୍ସ ବୋଲି କହିଛନ୍ତି ମାଲିକ ସୂରଜ ଅଗ୍ରୱାଲ।

ରବିବାର ସଂଧ୍ୟାରେ ସୂରଜ ଓ ତାଙ୍କ ଭାଇ ୟୋଗେଶ ଅଗ୍ରୱାଲ ମିଳିତ ଭାବରେ ଉଦଘାଟନ କରିଛନ୍ତି । ଏହି ସ୍ପୋର୍ଟସ କମ୍ପ୍ଲେକ୍ସରେ କ୍ରିକେଟ ଖେଳାଳୀଙ୍କ ପାଇଁ ଏକ ନେଟ୍ସର ବ୍ୟବସ୍ଥା ରହିଛି ଯେଉଁଠି ଖେଳାଳି ଆସି ଅଭ୍ୟାସ କରିପାରିବେ। ତେବେ ଏହି ଆନନ୍ଦ ସ୍ପୋର୍ଟସ ଇନରେ ବିଭିନ୍ନ ବ୍ରାଣ୍ଡର ବିଭିନ୍ନ ଖେଳ ସାମଗ୍ରୀ ମଧ୍ୟ ରଖାଯାଇଛି ବୋଲି କହିଛନ୍ତି ମାଲିକ ସୂରଜ ଅଗ୍ରୱାଲ।