କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ, ଷ୍ଟେସନରେ ଅଟକିଲା ଟ୍ରେନ୍

ସୋର ୮।୬: ଟ୍ରେନ୍‌ରେ ଲାଗିଲା ନିଆଁ । କୋଇଲା ବୋଝେଇ ଟ୍ରେନ୍ ଧାମରାରୁ ଖଡ଼ଗପୁର ଯିବା ବେଳେ ଟ୍ରେନ୍‌ରେ ଲାଗିଲା ନିଆଁ । ସୂଚନାଯୋଗ୍ୟ ଯେ, କୋଇଲା ବୋଝେଇ ଟ୍ରେନ୍‌ ବଗିରେ ଲାଗିଛି ନିଆଁ l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବାବେଳେ ସୋର ଷ୍ଟେସନରେ ଅଟକିଛି l ଗାଡି ନମ୍ବର ଓଏସ୍‌ବିକେର ୪ଟି ବଗିରେ ଲାଗିଛି ନିଆଁ  l ସୋର ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଛି  l ସନ୍ଧ୍ୟା ୬ଟାରୁ ଅଟକିଛି କୋଇଲା ବୋଝେଇ ଟ୍ରେନ୍ l ନିଆଁ ଆୟତ୍ତ ପରେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବ ଟ୍ରେନ୍ lYou Can Read :ଖଇରା ଅଞ୍ଚଳରେ ବାଘ ଆତଙ୍କ : ଆକ୍ରମଣରେ ୪ ଜଣ ଗୁରୁତର, ମେଡିକାଲରେ ଭର୍ତ୍ତି

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ, ଷ୍ଟେସନରେ ଅଟକିଲା ଟ୍ରେନ୍

ସୋର ୮।୬: ଟ୍ରେନ୍‌ରେ ଲାଗିଲା ନିଆଁ । କୋଇଲା ବୋଝେଇ ଟ୍ରେନ୍ ଧାମରାରୁ ଖଡ଼ଗପୁର ଯିବା ବେଳେ ଟ୍ରେନ୍‌ରେ ଲାଗିଲା ନିଆଁ । 

ସୂଚନାଯୋଗ୍ୟ ଯେ, କୋଇଲା ବୋଝେଇ ଟ୍ରେନ୍‌ ବଗିରେ ଲାଗିଛି ନିଆଁ l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବାବେଳେ ସୋର ଷ୍ଟେସନରେ ଅଟକିଛି l ଗାଡି ନମ୍ବର ଓଏସ୍‌ବିକେର ୪ଟି ବଗିରେ ଲାଗିଛି ନିଆଁ  l ସୋର ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଛି  l ସନ୍ଧ୍ୟା ୬ଟାରୁ ଅଟକିଛି କୋଇଲା ବୋଝେଇ ଟ୍ରେନ୍ l ନିଆଁ ଆୟତ୍ତ ପରେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବ ଟ୍ରେନ୍ l

You Can Read :

ଖଇରା ଅଞ୍ଚଳରେ ବାଘ ଆତଙ୍କ : ଆକ୍ରମଣରେ ୪ ଜଣ ଗୁରୁତର, ମେଡିକାଲରେ ଭର୍ତ୍ତି