କୋଟିଏ ଟଙ୍କାର ହେରୋଇନ ଜବତ
କେନ୍ଦୁଝର : ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ I କେନ୍ଦୁଝର ଯୋଡିଆ ଘାଟୀରୁ ୧ କେଜି ୮୦ ଗ୍ରାମର ହେରୋଇନ ଜବତ କରିଛି ଏସଟିଏଫ I ଏହା ସହ ଜଣେ ନିଶା ମାଫିଆକୁ ଗିରଫ କରାଯାଇଛି I ଗିରଫ ଅଭିଯୁକ୍ତର ନାଁ ରାଜେନ୍ଦ୍ର ମାଝୀ I ତା ନାଁ ରେ କେସ ନମ୍ବର ୩୨,NDPS ACT 1985 ରେ ମାମଲା ରୁଜୁ ହୋଇଛି। ଜବତ ହେରୋଇନ ର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ଵ […]

କେନ୍ଦୁଝର : ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ I କେନ୍ଦୁଝର ଯୋଡିଆ ଘାଟୀରୁ ୧ କେଜି ୮୦ ଗ୍ରାମର ହେରୋଇନ ଜବତ କରିଛି ଏସଟିଏଫ I ଏହା ସହ ଜଣେ ନିଶା ମାଫିଆକୁ ଗିରଫ କରାଯାଇଛି I ଗିରଫ ଅଭିଯୁକ୍ତର ନାଁ ରାଜେନ୍ଦ୍ର ମାଝୀ I ତା ନାଁ ରେ କେସ ନମ୍ବର ୩୨,NDPS ACT 1985 ରେ ମାମଲା ରୁଜୁ ହୋଇଛି। ଜବତ ହେରୋଇନ ର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି I