କୋଡ୍ ୱାର୍ଡରେ ଚାଲିଥିଲା ଗଞ୍ଜେଇ କାରବାର

ରାଜଧାନୀରେ ମାଡ଼ିଛି ଚୋରା ନିଶା କାରବାର । ଆଜି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଓ କ୍ରାଇମବ୍ରାଞ୍ଚ STFର ମିଳିତ ଚଢାଉ ବେଳେ ଜବତ ହୋଇଛି ପୁଳାପୁଳା ଗଞ୍ଜେଇ ।

କୋଡ୍ ୱାର୍ଡରେ ଚାଲିଥିଲା ଗଞ୍ଜେଇ କାରବାର
Array