କୋନେରୁ ହମ୍ପିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ୨୦୨୪ ଫିଡେ ମହିଳା ବିଶ୍ୱ ରାପିଡ୍ ଚାମ୍ପିୟନଶିପ୍ ଜିତିଥିବା କୋନେରୁ ହମ୍ପିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ମୋଦୀ ଚେସ୍ ଗ୍ରାଣ୍ଡମାଷ୍ଟରଙ୍କ ଦ୍ବିତୀୟ ବିଶ୍ୱ ରାପିଡ୍ ଚାମ୍ପିୟନଶିପ୍ ଟାଇଟଲ ଜିତିବାରେ ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିବା ସହ ଏହି ସଫଳତା ହାସଲ କରିବାରେ ସେ ଏକମାତ୍ର ଭାରତୀୟ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ହମ୍ପିଙ୍କ ଧୈର୍ଯ୍ୟ ଏବଂ ପ୍ରତିଭା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା […]

କୋନେରୁ ହମ୍ପିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ୨୦୨୪ ଫିଡେ ମହିଳା ବିଶ୍ୱ ରାପିଡ୍ ଚାମ୍ପିୟନଶିପ୍ ଜିତିଥିବା କୋନେରୁ ହମ୍ପିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ମୋଦୀ ଚେସ୍ ଗ୍ରାଣ୍ଡମାଷ୍ଟରଙ୍କ ଦ୍ବିତୀୟ ବିଶ୍ୱ ରାପିଡ୍ ଚାମ୍ପିୟନଶିପ୍ ଟାଇଟଲ ଜିତିବାରେ ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିବା ସହ ଏହି ସଫଳତା ହାସଲ କରିବାରେ ସେ ଏକମାତ୍ର ଭାରତୀୟ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ହମ୍ପିଙ୍କ ଧୈର୍ଯ୍ୟ ଏବଂ ପ୍ରତିଭା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଉଛି।