କ୍ରାଇମସ୍ପଟରେ କ୍ରାଇମବ୍ରାଞ୍ଚର ଖୋଳତାଡ଼
ଗୋପାଳପୁର_ଲଜ୍ଜା_ଖୋଳତାଡ଼ ଗୋପାଳପୁର ଲଜ୍ଜାକୁ ନେଇ ରାଜ୍ୟବ୍ୟାପୀ କମ୍ପନ। ଗୋଟିଏ ପଟେ କ୍ରାଇମସ୍ପଟରେ କ୍ରାଇମବ୍ରାଞ୍ଚର ଖୋଳତାଡ଼, ଅନ୍ୟପଟେ ପର୍ଯ୍ୟଟନସ୍ଥଳୀରେ ପାପକୁ ନେଇ ବିରୋଧୀଙ୍କ ନିଶାନା। ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା କରିଛନ୍ତି କ୍ରାଇମବ୍ରାଞ୍ଚ IG ଏସ୍.ସାଇନି। ଏସବୁ ଭିତରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ସହ ହତ୍ୟା ଅଭିଯୋଗ, ଚହଳ ପକାଇଛି କେନ୍ଦୁଝର ଜିଲ୍ଲାରେ। ଆଉ ୩ଦିନରେ ଏଭଳି ଦୁଇ ଦୁଇଟି ଅପରାଧକୁ ନେଇ ରାଜଧାନୀରେ ଗର୍ଜିଛି କଂଗ୍ରେସ।