କ୍ରୀଡା ପୁରସ୍କାରରୁ ହଟିଲା ବିଜୁ ବାବୁଙ୍କ ନାଁ, ଏଣିକି ଲେଖାଯିବ ଓଡ଼ିଶା ରାଜ୍ୟ କ୍ରୀଡା ସମ୍ମାନ

ଭୁବନେଶ୍ୱର ୨୦/୦୭: ସରକାରୀ କାର୍ଯ୍ୟକ୍ରମରୁ ହଟିଲା ବିଜୁ ପଟ୍ଟନାୟକଙ୍କ ନାମ I ପ୍ରଥମେ କ୍ରୀଡା ବିଭାଗ ହଟାଇଲା ବିଜୁ ପଟ୍ଟନାୟକଙ୍କ ନାମ । ପ୍ରତି ବର୍ଷ କ୍ରୀଡା ବିଭାଗ ପକ୍ଷରୁ ଦିଆଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରରୁ ହଟିଲା ବିଜୁ ପଟ୍ଟନାୟକଙ୍କ ନାମ I ବିଜୁ ପଟନାୟକ କ୍ରୀଡା ପୁରସ୍କାର ବଦଳରେ ହେଲା ଓଡିଶା ରାଜ୍ୟ କ୍ରୀଡା ସମ୍ମାନ I  ଜାତୀୟ କ୍ରୀଡା ଦିବସରେ ଓଡିଶା ର କୃତି ଓ ସଫଳ କ୍ରୀଡ଼ାବିତ, କୋଚ, ସାମ୍ବାଦିକ ଓ କ୍ରୀଡା ଅନୁଷ୍ଠାନକୁ ଦିଆଯାଏ ସମ୍ମାନ I ସୂଚନା ଥାଉକି, ଦୀର୍ଘ ବର୍ଷର ସରକାର ବଦଳିଛି । ରାଜ୍ୟରେ ଏବେ ବିଜେପି ସରକାର । ଏହାରି ଭିତରେ ବିଭିନ୍ନ ସରକାରୀ ସ୍ତରରେ ବି ନାମ ପରିବର୍ତ୍ତରନ ହେଉଛି । ଆଉ ପରିପ୍ରେକ୍ଷୀରେ ଦିଆଯାଉଥିବା କ୍ରୀଡା ପୁରସ୍କାର ନା ବି ବଦଳିଛି । ଏଣିକି ରାଜ୍ୟ କ୍ରୀଡା ସମ୍ମାନ vାମିତ କରାଗଲା । 

କ୍ରୀଡା ପୁରସ୍କାରରୁ ହଟିଲା ବିଜୁ ବାବୁଙ୍କ ନାଁ, ଏଣିକି ଲେଖାଯିବ ଓଡ଼ିଶା ରାଜ୍ୟ କ୍ରୀଡା ସମ୍ମାନ

ଭୁବନେଶ୍ୱର ୨୦/୦୭: ସରକାରୀ କାର୍ଯ୍ୟକ୍ରମରୁ ହଟିଲା ବିଜୁ ପଟ୍ଟନାୟକଙ୍କ ନାମ I ପ୍ରଥମେ କ୍ରୀଡା ବିଭାଗ ହଟାଇଲା ବିଜୁ ପଟ୍ଟନାୟକଙ୍କ ନାମ । ପ୍ରତି ବର୍ଷ କ୍ରୀଡା ବିଭାଗ ପକ୍ଷରୁ ଦିଆଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରରୁ ହଟିଲା ବିଜୁ ପଟ୍ଟନାୟକଙ୍କ ନାମ I 

ବିଜୁ ପଟନାୟକ କ୍ରୀଡା ପୁରସ୍କାର ବଦଳରେ ହେଲା ଓଡିଶା ରାଜ୍ୟ କ୍ରୀଡା ସମ୍ମାନ I  ଜାତୀୟ କ୍ରୀଡା ଦିବସରେ ଓଡିଶା ର କୃତି ଓ ସଫଳ କ୍ରୀଡ଼ାବିତ, କୋଚ, ସାମ୍ବାଦିକ ଓ କ୍ରୀଡା ଅନୁଷ୍ଠାନକୁ ଦିଆଯାଏ ସମ୍ମାନ I 

ସୂଚନା ଥାଉକି, ଦୀର୍ଘ ବର୍ଷର ସରକାର ବଦଳିଛି । ରାଜ୍ୟରେ ଏବେ ବିଜେପି ସରକାର । ଏହାରି ଭିତରେ ବିଭିନ୍ନ ସରକାରୀ ସ୍ତରରେ ବି ନାମ ପରିବର୍ତ୍ତରନ ହେଉଛି । ଆଉ ପରିପ୍ରେକ୍ଷୀରେ ଦିଆଯାଉଥିବା କ୍ରୀଡା ପୁରସ୍କାର ନା ବି ବଦଳିଛି । ଏଣିକି ରାଜ୍ୟ କ୍ରୀଡା ସମ୍ମାନ vାମିତ କରାଗଲା ।