କ୍ୟାନସର ହସ୍ପିଟାଲ ପରେ ବରଗଡ଼ରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ
ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ): କ୍ୟାନସର ହସ୍ପିଟାଲ ପରେ ବରଗଡ଼ରେ ଏକ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଜିଲାର ଭଟଲି ତହସିଲ ଅନ୍ତର୍ଗତ ଟୁକୁର୍ଲା ମୌଜାରେ ରହିଥିବା ୫ଏକର ଜମିରେ ଏହି ମେଡ଼ିକାଲ କଲେଜ ସ୍ଥାପନ ହେବ । ଏଥିପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗକୁ ଚିହ୍ନିତ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ […] The post କ୍ୟାନସର ହସ୍ପିଟାଲ ପରେ ବରଗଡ଼ରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ appeared first on Dharitri Odia News.
ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ): କ୍ୟାନସର ହସ୍ପିଟାଲ ପରେ ବରଗଡ଼ରେ ଏକ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଜିଲାର ଭଟଲି ତହସିଲ ଅନ୍ତର୍ଗତ ଟୁକୁର୍ଲା ମୌଜାରେ ରହିଥିବା ୫ଏକର ଜମିରେ ଏହି ମେଡ଼ିକାଲ କଲେଜ ସ୍ଥାପନ ହେବ । ଏଥିପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗକୁ ଚିହ୍ନିତ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି କଲେକ୍ଟର(ରାଜସ୍ବ ବିଭାଗ) ପତ୍ରସଂଖ୍ୟା-୨୯୭୪ତା-୧୯।୨।୨୦୨୪ରେ ଭଟଲି ତହସିଲଦାରଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ଚିଠିରେ ଲେଖାଯାଇଛି।
The post କ୍ୟାନସର ହସ୍ପିଟାଲ ପରେ ବରଗଡ଼ରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ appeared first on Dharitri Odia News.