କ୍ୟାନସରକୁ ମାତ ଦେବ ୧୦୦ ଟଙ୍କିଆ ଔଷଧ

କ୍ୟାନସରକୁ ମାତ ଦେବା ପାଇଁ ଆସିଯାଇଛି ଔଷଧ। ମାତ୍ର ୧୦୦ ଟଙ୍କାରେ କ୍ୟାନସରର ହେବ ସର୍ବନାଶ। ମୁମ୍ବାଇରେ ଥିବା ଟାଟା ଇନଷ୍ଟିଚ୍ୟୁଟର ଡାକ୍ତର ଓ ଗବେଷକମାନେ ଏମିତି ଏକ ଚିକିତ୍ସା ବ୍ୟବସ୍ଥା ବାହାର କରିଛନ୍ତି, ଯାହା କ୍ୟାନସରକୁ ପ୍ରତିରୋଧ କରିବ।

କ୍ୟାନସରକୁ ମାତ ଦେବ ୧୦୦ ଟଙ୍କିଆ ଔଷଧ

କ୍ୟାନସର ବା କର୍କଟ ରୋଗ କଥା ଶୁଣିବା ମାତ୍ରେ ସମସ୍ତଙ୍କ ଛାତିରେ ଛନକା ପଶେ। ଯେଉଁମାନେ କର୍କଟକୁ ମାତ ଦେଇ ସୁସ୍ଥ ହୁଅନ୍ତି, ସେମାନଙ୍କୁ ପୁଣିଥରେ ଏହି ରୋଗ ଭବିଷ୍ୟତରେ ଗ୍ରାସ କରିବାର ଆଶଙ୍କା ଥାଏ। ତେଣୁ କ୍ୟାନସର କେବେ ସଂପୂର୍ଣ୍ଣ ଭାବେ ଭଲ ହୁଏ ନାହିଁ ବୋଲି ସମସ୍ତେ ଜାଣିଛନ୍ତି। ହେଲେ କ୍ୟାନସରକୁ ମାତ ଦେବା ପାଇଁ ଆସିଯାଇଛି ଔଷଧ। ମାତ୍ର ୧୦୦ ଟଙ୍କାରେ କ୍ୟାନସରର ହେବ ସର୍ବନାଶ। ମୁମ୍ବାଇରେ ଥିବା ଟାଟା ଇନଷ୍ଟିଚ୍ୟୁଟର ଡାକ୍ତର ଓ ଗବେଷକମାନେ ଏମିତି ଏକ ଚିକିତ୍ସା ବ୍ୟବସ୍ଥା ବାହାର କରିଛନ୍ତି, ଯାହା କ୍ୟାନସରକୁ ପ୍ରତିରୋଧ କରିବ।