ଖଣ୍ତଗିରିକୁ ଆଇଟମ ଡ୍ୟାନ୍ସ ମନା : ନାଚିପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ

କନକବ୍ୟୁରୋ : ଖଣ୍ଡଗିରି ରେ ନାଚି ପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ। ବାହାର ଆଇଟମ ଦ୍ୟାଂସର୍ ଙ୍କୁ ମନା ଖଣ୍ଡଗିରି । ଯାତ୍ରା କମିଟି ଏହି ନିଷ୍ପତି ନେଇଛି । ଆଜି ଖଣ୍ଡଗିରି   ଥାନାରେ ପୋଲିସ ସହିତ ବୈଠକ ପରେ ଏଭଳି ନିଷ୍ପତି ହୋଇଛି । ଥାନା ପକ୍ଷରୁ ଯାତ୍ରା କମିଟି କୁ ମଧ୍ୟ ସିଧା ସିଧା ମନା କରାଯାଇଛି ବାହାର ଆଇଟମ ଦ୍ୟାନ୍ସର ଙ୍କୁ ଖଣ୍ଡଗିରି ମନା  ।  ଆସନ୍ତା ୦୬ ତାରିଖରୁ ୧୭ ତାରିଖ  ଯାଏଁ ଚାଲିବ ଯାତ୍ରା ମହାସମର ।  ଯାତ୍ରା ପାଇଁ ଆସନ୍ତାକାଲି ଏନେଇ ସ୍ଵତନ୍ତ୍ର କମିଟି ଗଠନ କରାଯିବ, କଳାକାରଙ୍କ ଏହି କୁମ୍ଭ ମେଳାରେ ୧୩  ଟି ଅପେରା ସେମାନଙ୍କ ନାଟକ ସୋ କରିବେ 