ଖଲ୍ଲିକୋଟରେ ବଡ଼ ଅଘଟଣ; ଗ୍ୟାସ ସିଲିଣ୍ଡର୍ ଫାଟି ଜଳିଗଲା ୧୦ ବଖରା ଘର
କମଳାପଦର ଗାଁରେ ହୁତୁହୁତୁ ହୋଇ ଜଳିଗଲା ଘର । ୩ ପରିବାରର ୧୦ ବଖରା ଘର ନିଆଁରେ ଭସ୍ମୀଭୂତ ହୋଇଯାଇଛି ।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବଡ଼ ଅଘଟଣ । ଗ୍ୟାସ ସିଲିଣ୍ଡର୍ ଫାଟି ଜଳିଗଲା ୧୦ ବଖରା ଘର । କମଳାପଦର ଗାଁରେ ହୁତୁହୁତୁ ହୋଇ ଜଳିଗଲା ଘର । ୩ ପରିବାରର ୧୦ ବଖରା ଘର ନିଆଁରେ ଭସ୍ମୀଭୂତ ହୋଇଯାଇଛି ।
ତେବେ ସବୁଠାରୁ ବଡ଼ କଥା ହେଉଛି ଏଥିରେ ଲୋକମାନେ ବର୍ତ୍ତିଯାଇଛନ୍ତି । ଲୋକଙ୍କର କାହାର କ୍ଷତି ହୋଇନାହିଁ ବୋଲି ସୂଚନା ରହିଛି । ଘରେ ଶୋଇଥିବା ବେଳେ ଭୋର୍ ସମୟରେ ଲାଗି ଯାଇଥିଲା ନିଆଁ । ତେବେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।
#ସିଲିଣ୍ଡର୍_ବ୍ଲାଷ୍ଟ: #ଜଳିଗଲା_୧୦_ବଖରା
ଗ୍ୟାସ ସିଲିଣ୍ଡର୍ ଫାଟି ଜଳିଗଲା ୧୦ ବଖରା ଘର। ଖଲ୍ଲିକୋଟ କମଳାପଦର ଗାଁରେ ହୁତୁହୁତୁ ହୋଇ ଜଳିଗଲା ଘର। ୩ ପରିବାରର ୧୦ ବଖରା ଘର ଭସ୍ମୀଭୂତ, ବର୍ତ୍ତିଗଲେ ଲୋକେ।#Fire #CylinderBlast #Khalikot #OTV
Translate post pic.twitter.com/F6fJhtxyXm — ଓଟିଭି (@otvkhabar) October 28, 2024