ଖାଦ୍ୟ ଡବାରେ ଜହର !

ଧରାପଡିଲା ଓଭରସ୍ମାର୍ଟ ଫୁଡ ଡେଲିଭରୀର ବଏ। ବେଆଇନ କାମ କରୁଥିବା ବେଳେ ମାଡ଼ି ବସିଲା ପୋଲିସ। ଆଉ ଇଏ ହେଉଛି ସେଇ ଜହର ଡବା। ଆଜ୍ଞା ହଁ ଦର୍ଶକବନ୍ଧୁ, ଏଥିରେ ଖାଦ୍ୟ ନାଁରେ ବିଷ ପରସୁଥିଲେ ଡେଲିଭେରି ବଏ। ଯାହାଙ୍କୁ ଗିରଫ କରିଛି ପୁଲିସ।