ଖୁସି ଖବର ; କମିଲା ସୁନା, ପୁଣି ୨ ହଜାର କମିଲା ଦାମ୍‌!

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । କମିଲା ସୁନା ଦର । ଜୁନ୍‌ ୨୭ ଅର୍ଥାତ୍‌ ଶୁକ୍ରବାର ହ୍ରାସ ପାଇଛି ସୁନା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୯୮,୦୨୦ ଟଙ୍କା ରହିଛି । ଗତକାଲି ୯୮,୯୫୦ ଟଙ୍କା ଥିଲା । ଏଥିରେ ୯୩୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୮୯,୮୫୦ ଟଙ୍କା ରହିଛି । ଗତକାଲି ୯୦,୭୦୦ […]

ଖୁସି ଖବର ; କମିଲା ସୁନା, ପୁଣି ୨ ହଜାର କମିଲା ଦାମ୍‌!

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । କମିଲା ସୁନା ଦର । ଜୁନ୍‌ ୨୭ ଅର୍ଥାତ୍‌ ଶୁକ୍ରବାର ହ୍ରାସ ପାଇଛି ସୁନା ଦର ।

୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୯୮,୦୨୦ ଟଙ୍କା ରହିଛି । ଗତକାଲି ୯୮,୯୫୦ ଟଙ୍କା ଥିଲା । ଏଥିରେ ୯୩୦ ଟଙ୍କା ହ୍ରାସ ହୋଇଛି ।

୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୮୯,୮୫୦ ଟଙ୍କା ରହିଛି । ଗତକାଲି ୯୦,୭୦୦ ଟଙ୍କା ଥିଲା । ଏଥିରେ ୮୫୦ ଟଙ୍କା ବୃଦ୍ଧି ହୋଇଛି ।

୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୭୩,୫୨୦ ଟଙ୍କା ରହିଛି । ଗତକାଲି ୭୪,୨୧୦ ଟଙ୍କା ଥିଲା । ଏଥିରେ ୬୯୦ ଟଙ୍କା ହ୍ରାସ ହୋଇଛି ।

ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିବା ପରେ ଏଯାଏଁ ପ୍ରାୟ ୨ ହଜାର ଟଙ୍କା ଦାମ୍‌ କମିଛି ।

ସେହିପରି ରୁପା ଦାମ୍‌ ମଧ୍ୟ କମିଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧,୭୯୦ ଟଙ୍କା ରହିଛି । ଗତକାଲି ୧୧,୮୦୦ ଟଙ୍କା ଥିଲା । ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।

ଆଉ ମାତ୍ର ୨ ଦିନ ପରେ ବଦଳିବ ସବୁକିଛି.. ଶୁକ୍ର କରିବେ ଚଳନ ; ସମସ୍ତ ରାଶିରେ ପଡିବ କି ପ୍ରଭାବ, ଜାଣନ୍ତୁ କିଏ ହେବେ କୋଟିପତି, କିଣିବେ ଗାଡି,ଘର, କାହାର ହେବ ବିବାହ..