ଖେଳ ପଡ଼ିଆରେ ଚଡ଼କ
ପଡ଼ିଆରେ ଚାଲିଥିଲା ହାଇ ଭୋଲ୍ଟେଜ୍ ଫୁଟବଲ୍ ମ୍ୟାଚ୍... ମାଡ଼ି ଆସିଲା ମେଘ... ବିଜୁଳି ମାରିଲା... ଆଉ ଚାହୁଁଚାହିଁ ଚାଲିଗଲା ଖେଳାଳିଙ୍କ ଜୀବନ । ଦେଖନ୍ତୁ ଭିଜୁଆଲ୍କୁ... କେମିତି ଗଛ କାଟିଲା ପରି ପଡ଼ିଆର ମାଟିରେ ଲୋଟି ପଡ଼ୁଛନ୍ତି ଏମାନେ ।