ଖୋ ଖୋ ବିଶ୍ବକପ: ବିଶ୍ବ ଚାମ୍ପିଅନ ହେଲା ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ : ଖୋଖୋ ବିଶ୍ବକପର ପ୍ରଥମ ସଂସ୍କରଣର ଟାଇଟଲ ଲଢେଇରେ ବିଶ୍ୱ ବିଜେତା ଦଳ ପାଲଟିଛି ଭାରତ । ଜାନୁଆରୀ ୧୯ ତାରିଖ ରବିବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ମହିଳା ଦଳ ଏକତରଫା ଢଙ୍ଗରେ ନେପାଳକୁ ୩୮ ପଏଣ୍ଟ ବ୍ୟବଧାନରେ ସହଜରେ ପରାସ୍ତ କରି ଟାଇଟଲ ଜିତିଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପରଠାରୁ କ୍ରମାଗତ ଭାବେ ଆଧିପତ୍ୟ ବଜାୟ ରଖିଥିବା ଭାରତୀୟ ମହିଳା ଦଳ ଫାଇନାଲରେ ସମାନ ଶୈଳୀ ଜାରି ରଖି ନେପାଳକୁ ୭୮-୪୦ ସ୍କୋରରେ […]

ଖୋ ଖୋ ବିଶ୍ବକପ: ବିଶ୍ବ ଚାମ୍ପିଅନ ହେଲା ଭାରତୀୟ ମହିଳା ଦଳ
kho kho

ନୂଆଦିଲ୍ଲୀ : ଖୋଖୋ ବିଶ୍ବକପର ପ୍ରଥମ ସଂସ୍କରଣର ଟାଇଟଲ ଲଢେଇରେ ବିଶ୍ୱ ବିଜେତା ଦଳ ପାଲଟିଛି ଭାରତ । ଜାନୁଆରୀ ୧୯ ତାରିଖ ରବିବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ମହିଳା ଦଳ ଏକତରଫା ଢଙ୍ଗରେ ନେପାଳକୁ ୩୮ ପଏଣ୍ଟ ବ୍ୟବଧାନରେ ସହଜରେ ପରାସ୍ତ କରି ଟାଇଟଲ ଜିତିଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପରଠାରୁ କ୍ରମାଗତ ଭାବେ ଆଧିପତ୍ୟ ବଜାୟ ରଖିଥିବା ଭାରତୀୟ ମହିଳା ଦଳ ଫାଇନାଲରେ ସମାନ ଶୈଳୀ ଜାରି ରଖି ନେପାଳକୁ ୭୮-୪୦ ସ୍କୋରରେ ପରାସ୍ତ କରି ଚାମ୍ପିଅନସିପ୍ ଦଖଲ କରିଛି।