ଖୋର୍ଦ୍ଧା ଅଞ୍ଚଳରେ ହେବ ନୂଆ ବସ୍ ଟର୍ମିନାଲ, ୫ ଏକର ଜମି ଚିହ୍ନଟ

ଭୁବନେଶ୍ୱର: OSRTC ତରଫରୁ ଖୋର୍ଦ୍ଧା ଅଞ୍ଚଳରେ ହେବ ନୂଆ ବସ ଟର୍ମିନାଲ। ଏଥିଲାଗି ୧୦୦ କୋଟି ଟଙ୍କା ବ୍ୟୟବରାଦରେ କରାଯିବ। ୫ ଏକର ଜମି ଚିହ୍ନଟ। ଖୁବ ଶୀଘ୍ର ପ୍ରସ୍ତୁତ ହେବ DPR। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପ୍ରସ୍ତାଵ ଦେଲେ ସାଂସଦ। ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱାଗତ କରିଛନ୍ତି। ଖୁବ ଶୀଘ୍ର ବସ ଟର୍ମିନାଲ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ଏହା ଛଡ଼ା ପ୍ରାଚୀ ନଦୀର ପୁନଃଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ୭୮ କିମିର ପ୍ରାଚୀ ନଦୀ ରହିଛି। ଖୋର୍ଦ୍ଧା, ପୁରୀ ଓ କଟକ ୩ ଜିଲ୍ଲାରେ ରହିଛି। ଏହାର ପୁନଃଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହା ହେଲେ ୫୦ଲକ୍ଷ ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି। ଏହା ଛଡ଼ା ଗତ ଜାନୁଆରୀ ୩ ତାରିଖରେ ୧୦ଟି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବାରୁ ସମସ୍ତ ପ୍ରସ୍ତାବ ଗ୍ରହଣ କରିବା ସହ ଆଗେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଖୋର୍ଦ୍ଧା ଅଞ୍ଚଳରେ ହେବ ନୂଆ ବସ୍ ଟର୍ମିନାଲ, ୫ ଏକର ଜମି ଚିହ୍ନଟ

ଭୁବନେଶ୍ୱର: OSRTC ତରଫରୁ ଖୋର୍ଦ୍ଧା ଅଞ୍ଚଳରେ ହେବ ନୂଆ ବସ ଟର୍ମିନାଲ। ଏଥିଲାଗି ୧୦୦ କୋଟି ଟଙ୍କା ବ୍ୟୟବରାଦରେ କରାଯିବ। ୫ ଏକର ଜମି ଚିହ୍ନଟ। ଖୁବ ଶୀଘ୍ର ପ୍ରସ୍ତୁତ ହେବ DPR। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପ୍ରସ୍ତାଵ ଦେଲେ ସାଂସଦ। ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱାଗତ କରିଛନ୍ତି। ଖୁବ ଶୀଘ୍ର ବସ ଟର୍ମିନାଲ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। 

ଏହା ଛଡ଼ା ପ୍ରାଚୀ ନଦୀର ପୁନଃଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ୭୮ କିମିର ପ୍ରାଚୀ ନଦୀ ରହିଛି। ଖୋର୍ଦ୍ଧା, ପୁରୀ ଓ କଟକ ୩ ଜିଲ୍ଲାରେ ରହିଛି। ଏହାର ପୁନଃଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ସ୍ୱୀକୃତି ପ୍ରଦାନ କରିଛନ୍ତି। 

ଏହା ହେଲେ ୫୦ଲକ୍ଷ ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି। ଏହା ଛଡ଼ା ଗତ ଜାନୁଆରୀ ୩ ତାରିଖରେ ୧୦ଟି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବାରୁ ସମସ୍ତ ପ୍ରସ୍ତାବ ଗ୍ରହଣ କରିବା ସହ ଆଗେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।