ଖୋଲିବ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍, ୧ଟା ବେଳେ ପର୍ଯ୍ୟାୟ କ୍ରମେ ଖୋଲିବ
ସମ୍ବଲପୁର ୨୨।୮: ଖୋଲିବ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ । ଦିନ ୧ଟା ବେଳେ ଗେଟ୍ ଖୋଲିବା ନେଇ ସୂଚନା ରହିଛି । ତେବେ ପର୍ଯ୍ୟାୟ କ୍ରମେ ଗେଟ୍ ଖୋଲାଯିବ । ଏ ନେଇ ହୀରାକୁଦ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ଗେଟ୍ ଖୋଲିବା ନେଇ ସତର୍କ ସାଇରନ୍ ବାଜିଛି ।ଉଲ୍ଲେଖଯୋଗ୍ୟ ଯେ, ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୯୧ ଫୁଟ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୮୨, ୧୭୭ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୭, ୯୯୨ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା । You Can Read:ପୋଖରୀରୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ, ୩ ଦିନ ହେଲା ନିଖୋଜ ଥିଲେ
ସମ୍ବଲପୁର ୨୨।୮: ଖୋଲିବ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ । ଦିନ ୧ଟା ବେଳେ ଗେଟ୍ ଖୋଲିବା ନେଇ ସୂଚନା ରହିଛି । ତେବେ ପର୍ଯ୍ୟାୟ କ୍ରମେ ଗେଟ୍ ଖୋଲାଯିବ । ଏ ନେଇ ହୀରାକୁଦ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ଗେଟ୍ ଖୋଲିବା ନେଇ ସତର୍କ ସାଇରନ୍ ବାଜିଛି ।
ଉଲ୍ଲେଖଯୋଗ୍ୟ ଯେ, ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୯୧ ଫୁଟ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୮୨, ୧୭୭ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୭, ୯୯୨ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା ।
You Can Read: