ଗଙ୍ଗାଧର ମଣ୍ଡପ ଠାରେ ଶ୍ରୀ ରାମାୟଣ ଓ କଳାକାର ସମ୍ମାନ କାର୍ୟ୍ୟକ୍ରମ
ସମ୍ବଲପୁର: ଜୁହାର ପରିବାର ସମ୍ବଲପୁର ପକ୍ଷରୁ ସମ୍ବଲପୁର ସହରର ଗଙ୍ଗାଧର ମଣ୍ଡପ ଠାରେ ଶ୍ରୀ ରାମାୟଣ ଓ କଳାକାର ସମ୍ମାନ କାର୍ୟ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ହିନ୍ଦୁ ନବବର୍ଷ ଓ ଶ୍ରୀରାମ ନବମି ଉପଲକ୍ଷେ ଶୁକ୍ରବାର ରାତିରେ ଆୟୋଜିତ କାର୍ୟ୍ୟକ୍ରମରେ ସହରର ବହୁ ସୁନାମଧନ୍ୟ କଳାକାର ମାନେ ଭଜନ ପରିବେଷଣ କରିଥିଲେ। ଏଥିରେ ବିଭିନ୍ନ ନୃତ୍ୟ ଏକାଡେମୀର କୁନି କୁନି କଳାକାର ମାନେ ମଧ ଉପସ୍ଥିତ ରହି ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ୟ୍ୟକ୍ରମକୁ ଶିବ […]

ସମ୍ବଲପୁର: ଜୁହାର ପରିବାର ସମ୍ବଲପୁର ପକ୍ଷରୁ ସମ୍ବଲପୁର ସହରର ଗଙ୍ଗାଧର ମଣ୍ଡପ ଠାରେ ଶ୍ରୀ ରାମାୟଣ ଓ କଳାକାର ସମ୍ମାନ କାର୍ୟ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ହିନ୍ଦୁ ନବବର୍ଷ ଓ ଶ୍ରୀରାମ ନବମି ଉପଲକ୍ଷେ ଶୁକ୍ରବାର ରାତିରେ ଆୟୋଜିତ କାର୍ୟ୍ୟକ୍ରମରେ ସହରର ବହୁ ସୁନାମଧନ୍ୟ କଳାକାର ମାନେ ଭଜନ ପରିବେଷଣ କରିଥିଲେ। ଏଥିରେ ବିଭିନ୍ନ ନୃତ୍ୟ ଏକାଡେମୀର କୁନି କୁନି କଳାକାର ମାନେ ମଧ ଉପସ୍ଥିତ ରହି ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ୟ୍ୟକ୍ରମକୁ ଶିବ ନାରାୟଣ ସତପଥି ଓ ପ୍ରଫୁଲ୍ଲ ହୋତା ଦିପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।