ଗଙ୍ଗୁଆ କେନାଲରେ ବୁଡି ଯୁବକ ମୃତ

ଭୁବନେଶ୍ୱର : ମଞ୍ଚେଶ୍ୱର ଚକେଇସିଆଁଣୀରେ ଅଘଟଣ । ଗଙ୍ଗୁଆ କେନାଲରେ ବୁଡ଼ିଗଲେ ଯୁବକ । ଘଟଣା ସ୍ଥଳରେ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ । ରାତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଭିଡ ଥିବାରୁ ଜଗିଛି ମଞ୍ଚେଶ୍ୱର୍ ଥାନା ପୋଲିସ । ମଇଁଷି ଚରାଇବାକୁ ପ୍ରତିଦିନ ଆସନ୍ତି ଯୁବକ ଜଣକ ।  ଯୁବକଙ୍କ ନାଁ ଦିପୁନା ବେହେରା । ଦୀର୍ଘ ସମୟ ଖୋଜାଖୋଜି ପରେ ମିଳିଲା ମୃତଦେହ । ମୃତ୍ୟୁ ପୂର୍ବରୁ ସେହି ସ୍ଥାନରେ ସାଙ୍ଗ […] The post ଗଙ୍ଗୁଆ କେନାଲରେ ବୁଡି ଯୁବକ ମୃତ appeared first on KNews Odisha.

ଗଙ୍ଗୁଆ କେନାଲରେ ବୁଡି ଯୁବକ ମୃତ
gangua

ଭୁବନେଶ୍ୱର : ମଞ୍ଚେଶ୍ୱର ଚକେଇସିଆଁଣୀରେ ଅଘଟଣ । ଗଙ୍ଗୁଆ କେନାଲରେ ବୁଡ଼ିଗଲେ ଯୁବକ । ଘଟଣା ସ୍ଥଳରେ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ । ରାତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଭିଡ ଥିବାରୁ ଜଗିଛି ମଞ୍ଚେଶ୍ୱର୍ ଥାନା ପୋଲିସ । ମଇଁଷି ଚରାଇବାକୁ ପ୍ରତିଦିନ ଆସନ୍ତି ଯୁବକ ଜଣକ ।  ଯୁବକଙ୍କ ନାଁ ଦିପୁନା ବେହେରା । ଦୀର୍ଘ ସମୟ ଖୋଜାଖୋଜି ପରେ ମିଳିଲା ମୃତଦେହ । ମୃତ୍ୟୁ ପୂର୍ବରୁ ସେହି ସ୍ଥାନରେ ସାଙ୍ଗ ସୁଟିଂ କରିଥିବା ଭିଡିଓ ଭାଇରାଲ ।

The post ଗଙ୍ଗୁଆ କେନାଲରେ ବୁଡି ଯୁବକ ମୃତ appeared first on KNews Odisha.