ଗଛ ଉପରେ ଚଢ଼ିଛି ଜଙ୍ଗଲୀ ଭାଲୁ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ବୌଦ୍ଧ ୨।୨: ଗଛ ଉପରେ ଜଙ୍ଗଲୀ ଭାଲୁ l ଗଛ ଉପରେ ଥିବା ଏକ ମହୁଫେଣା ଖାଇବାକୁ ଭାଲୁଟି ଗଛ ଉପରେ ଚଢ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଗୋଛାପଡ଼ା ପଞ୍ଚାୟତର ଲୁମୁରଜେନା ଗାଁ ପାଖ ପୁତନା ଜଙ୍ଗଲରେ l ରବିବାର ସକାଳୁ ଗାଁ ଲୋକେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ l ଏହାପରେ ବନ ବିଭାଗ ଟିମ୍ ଆସିବା ପରେ ଭାଲୁଟି ଗଛରୁ ଓହ୍ଲାଇବା ପରେ ଜଙ୍ଗଲକୁ ଯାଇଥିଲା l ତେବେ ଗାଁ ନିକଟରେ ଜଙ୍ଗଲୀ ଭାଲୁଟି ବୁଲୁଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖା ଦେଇଥିବା ବେଳେ ବନ ବିଭାଗ ପକ୍ଷରୁ ଭାଲୁ ଉପରେ ନଜର ରଖାଯାଇଛି ।You Can Read:ଆଇପିଏସ୍ ସହଯୋଗରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ପ୍ରୋକ୍ଟୋଲୋଜି ଡିପ୍ଲୋମା କୋର୍ସ ଆରମ୍ଭ 

ଗଛ ଉପରେ ଚଢ଼ିଛି ଜଙ୍ଗଲୀ ଭାଲୁ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ବୌଦ୍ଧ ୨।୨: ଗଛ ଉପରେ ଜଙ୍ଗଲୀ ଭାଲୁ l ଗଛ ଉପରେ ଥିବା ଏକ ମହୁଫେଣା ଖାଇବାକୁ ଭାଲୁଟି ଗଛ ଉପରେ ଚଢ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଗୋଛାପଡ଼ା ପଞ୍ଚାୟତର ଲୁମୁରଜେନା ଗାଁ ପାଖ ପୁତନା ଜଙ୍ଗଲରେ l 

ରବିବାର ସକାଳୁ ଗାଁ ଲୋକେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ l ଏହାପରେ ବନ ବିଭାଗ ଟିମ୍ ଆସିବା ପରେ ଭାଲୁଟି ଗଛରୁ ଓହ୍ଲାଇବା ପରେ ଜଙ୍ଗଲକୁ ଯାଇଥିଲା l ତେବେ ଗାଁ ନିକଟରେ ଜଙ୍ଗଲୀ ଭାଲୁଟି ବୁଲୁଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖା ଦେଇଥିବା ବେଳେ ବନ ବିଭାଗ ପକ୍ଷରୁ ଭାଲୁ ଉପରେ ନଜର ରଖାଯାଇଛି ।

You Can Read:

ଆଇପିଏସ୍ ସହଯୋଗରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ପ୍ରୋକ୍ଟୋଲୋଜି ଡିପ୍ଲୋମା କୋର୍ସ ଆରମ୍ଭ