ଗଞ୍ଜେଇ ଗଛ କାଟିବାକୁ ଯାଇଥିଲା ପୋଲିସ, ଅସ୍ତ୍ରଶସ୍ତ୍ର ଧରି ଘେରିଲେ ଆଦିବାସୀ
କୋରୁକୋଣ୍ଡା,୮ା୨(ବେହେରା): ମାଲକାନଗିରି ଜିଲାରେ ବର୍ତ୍ତମାନ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ କରାଯାଇଛି। ଗଛ କାଟିବା ପାଇଁ ଅଭିଯାନରେ ବାହାରିଥିଲେ ଓର୍କେଲ ପୋଲିସ ଓ ଡିଭିଏଫ୍ ଯବାନ। କୋରୁକୋଣ୍ଡା ବ୍ଲକ ନାକାମାମୁ ପଞ୍ଚାୟତର ବାୟାପଡ଼ା ଘାଟିରେ ଗଞ୍ଜେଇ ଗଛ କାଟିବା ପାଇଁ ଓର୍କେଲ ଥାନାର ପୋଲିସ ସହ ଡିଭିଏଫ୍ ଯବାନ ଯାଇଥିବା ସମୟରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଯବାନଙ୍କୁ ଆଦିବାସୀ ଘେରିଥିଲେ। ପରିସ୍ଥିତି ଏପରି ହେଲା ଯେ, ପୋଲିସ ଜୀବନ ବିକଳରେ […] The post ଗଞ୍ଜେଇ ଗଛ କାଟିବାକୁ ଯାଇଥିଲା ପୋଲିସ, ଅସ୍ତ୍ରଶସ୍ତ୍ର ଧରି ଘେରିଲେ ଆଦିବାସୀ appeared first on Dharitri Odia News.
କୋରୁକୋଣ୍ଡା,୮ା୨(ବେହେରା): ମାଲକାନଗିରି ଜିଲାରେ ବର୍ତ୍ତମାନ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ କରାଯାଇଛି। ଗଛ କାଟିବା ପାଇଁ ଅଭିଯାନରେ ବାହାରିଥିଲେ ଓର୍କେଲ ପୋଲିସ ଓ ଡିଭିଏଫ୍ ଯବାନ। କୋରୁକୋଣ୍ଡା ବ୍ଲକ ନାକାମାମୁ ପଞ୍ଚାୟତର ବାୟାପଡ଼ା ଘାଟିରେ ଗଞ୍ଜେଇ ଗଛ କାଟିବା ପାଇଁ ଓର୍କେଲ ଥାନାର ପୋଲିସ ସହ ଡିଭିଏଫ୍ ଯବାନ ଯାଇଥିବା ସମୟରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଯବାନଙ୍କୁ ଆଦିବାସୀ ଘେରିଥିଲେ। ପରିସ୍ଥିତି ଏପରି ହେଲା ଯେ, ପୋଲିସ ଜୀବନ ବିକଳରେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା।
The post ଗଞ୍ଜେଇ ଗଛ କାଟିବାକୁ ଯାଇଥିଲା ପୋଲିସ, ଅସ୍ତ୍ରଶସ୍ତ୍ର ଧରି ଘେରିଲେ ଆଦିବାସୀ appeared first on Dharitri Odia News.