ଗଞ୍ଜେଇ ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଫେରାର୍‌, ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପୋଲିସର ନୋଟିସ୍‌

ବୌଦ୍ଧ(କେନ୍ୟୁଜ୍‌) : ଫେରାର ଅଭିଯୁକ୍ତର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପୋଲିସ ନୋଟିସ୍‌ । ଗଞ୍ଜେଇ ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥାଇ ତାଲଗରି ଗ୍ରାମର ସୁଶାନ୍ତ ମଲ୍ଲିକ ଫେରାର ଅଛନ୍ତି । ଜିଲ୍ଲା ଦୌରାଜଜଙ୍କ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଜିଲ୍ଲା ବାଉଁଶୁଣି ପୋଲିସ ତାଲଗରି ଗାଁରେ ପହଞ୍ଚଥିଲା । ଆସନ୍ତା ୩୦ ଦିନ ମଧ୍ୟରେ ଅଭିଯୁକ୍ତ କୋର୍ଟରେ ହାଜର ନହେଲେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି କରାଯିବ ବୋଲି ଗ୍ରାମରେ ନୋଟିସ […] The post ଗଞ୍ଜେଇ ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଫେରାର୍‌, ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପୋଲିସର ନୋଟିସ୍‌ appeared first on KNews Odisha.

ଗଞ୍ଜେଇ ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଫେରାର୍‌, ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପୋଲିସର ନୋଟିସ୍‌

ବୌଦ୍ଧ(କେନ୍ୟୁଜ୍‌) : ଫେରାର ଅଭିଯୁକ୍ତର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପୋଲିସ ନୋଟିସ୍‌ । ଗଞ୍ଜେଇ ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥାଇ ତାଲଗରି ଗ୍ରାମର ସୁଶାନ୍ତ ମଲ୍ଲିକ ଫେରାର ଅଛନ୍ତି । ଜିଲ୍ଲା ଦୌରାଜଜଙ୍କ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଜିଲ୍ଲା ବାଉଁଶୁଣି ପୋଲିସ ତାଲଗରି ଗାଁରେ ପହଞ୍ଚଥିଲା । ଆସନ୍ତା ୩୦ ଦିନ ମଧ୍ୟରେ ଅଭିଯୁକ୍ତ କୋର୍ଟରେ ହାଜର ନହେଲେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି କରାଯିବ ବୋଲି ଗ୍ରାମରେ ନୋଟିସ ମାରିବା ସହ ଡେଙ୍ଗୁରା ବଜାଇ ଓ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରିଛି ପୋଲିସ ।

The post ଗଞ୍ଜେଇ ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଫେରାର୍‌, ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପୋଲିସର ନୋଟିସ୍‌ appeared first on KNews Odisha.