ଗଞ୍ଜେଇ ଚୋରା ଚାଲାଣବେଳେ ଧରିଲା ଅବକାରୀ ଗୁଇନ୍ଦା ବିଭାଗ, ତିନି ଗିରଫ
ବ୍ରହ୍ମପୁର: ଗଞ୍ଜେଇ ଚୋରା ଚାଲାଣବେଳେ ଧରିଲା ଅବକାରୀ ଗୁଇନ୍ଦା ବିଭାଗ। କନ୍ଧମାଳରୁ ଗଞ୍ଜାମ କୋଦଳା ଅଞ୍ଚଳକୁ ଚାଲାଣବେଳେ ଆସିକା ବାଲିସରା ନିକଟରେ ତିନି ଜଣକୁ ଧରିଲା ଅବକାରୀ ଗୁଇନ୍ଦା। ଏମାନଙ୍କ ଠାରୁ ଦୁଇଟି କାର ସହ ୬୦ କିଲୋ ଗଞ୍ଜେଇ, ୪ଟି ମୋବାଇଲ ଫୋନ ଜବତ କରାଯାଇଛି। ଘଟଣାସ୍ଥଳରୁ ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ମାରିଛନ୍ତି। ତେବେ ଜବତ ସରଞ୍ଜାମର ଆନୁମାନିକ ମୂଲ୍ୟ ୨୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରିଛି ଅବକାରୀ ଗୁଇନ୍ଦା।