ଗଣପତି ସ୍ତୋତ୍ରମ୍ ପଢିଲେ ସବୁ ସଙ୍କଟରୁ ରକ୍ଷା କରିବେ ଗଣେଶ, ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ଲାଗିବ ମନ

ଓଡ଼ିଶା ଭାସ୍କର: ଆଜି ବୁଧବାର। ଏହି ଦିନ ଗଣେଶଙ୍କୁ ପୂଜା କରାଯାଇଥାଏ। ଜ୍ୟେତିଷଶାସ୍ତ୍ର ଅନୁଯାୟୀ, ବୁଧବାର ଦିନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଅନେକ ସଫଳ ମିଳିଥାଏ। ଗଣେଶଙ୍କୁ ବିଦ୍ୟାଦାତା ମଧ୍ୟ କୁହାଯାଇଥାଏ। ତେବେ ବୁଧବାର ଦିନ ଗଣେଶଙ୍କର ବିଶେଷ ପୂଜା ହୋଇଥାଏ। ଆସନ୍ତୁ ଜାଣିବା କେଉଁ ମନ୍ତ୍ର ପଢିବା ଦ୍ୱାରା ଗଣେଶଙ୍କର କୃପା ଲାଭ କରିପାରିବେ ବିଦ୍ୟାର୍ଥୀ। ଗଣପତି ସ୍ତୋତ୍ରମ୍: ପ୍ରଣମ୍ୟ ଶିରସା ଦେବଂ ଗୌରୀପୁତ୍ର ବିନାୟକଂ। ଭକ୍ତାବାସଂ ସ୍ମରେନ୍ନିତ୍ୟାୟୁଷ୍କାମାର୍ଥସିଦ୍ଧୟେ ।।୧।। ପ୍ରଥମଂ ବକ୍ରତୁଣ୍ଡଂ ଚ […]

ଗଣପତି ସ୍ତୋତ୍ରମ୍ ପଢିଲେ ସବୁ ସଙ୍କଟରୁ ରକ୍ଷା କରିବେ ଗଣେଶ, ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ଲାଗିବ ମନ

ଓଡ଼ିଶା ଭାସ୍କର: ଆଜି ବୁଧବାର। ଏହି ଦିନ ଗଣେଶଙ୍କୁ ପୂଜା କରାଯାଇଥାଏ। ଜ୍ୟେତିଷଶାସ୍ତ୍ର ଅନୁଯାୟୀ, ବୁଧବାର ଦିନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଅନେକ ସଫଳ ମିଳିଥାଏ।

ଗଣେଶଙ୍କୁ ବିଦ୍ୟାଦାତା ମଧ୍ୟ କୁହାଯାଇଥାଏ। ତେବେ ବୁଧବାର ଦିନ ଗଣେଶଙ୍କର ବିଶେଷ ପୂଜା ହୋଇଥାଏ। ଆସନ୍ତୁ ଜାଣିବା କେଉଁ ମନ୍ତ୍ର ପଢିବା ଦ୍ୱାରା ଗଣେଶଙ୍କର କୃପା ଲାଭ କରିପାରିବେ ବିଦ୍ୟାର୍ଥୀ।

ଗଣପତି ସ୍ତୋତ୍ରମ୍:

ପ୍ରଣମ୍ୟ ଶିରସା ଦେବଂ ଗୌରୀପୁତ୍ର ବିନାୟକଂ। ଭକ୍ତାବାସଂ ସ୍ମରେନ୍ନିତ୍ୟାୟୁଷ୍କାମାର୍ଥସିଦ୍ଧୟେ ।।୧।।

ପ୍ରଥମଂ ବକ୍ରତୁଣ୍ଡଂ ଚ ଏକଦନ୍ତଂ ଦ୍ଵିତୀୟକମ୍। ତୃତୀୟଂ କୃଷ୍ଣପିଙ୍ଗାକ୍ଷଂ ଗଜବକ୍ତ୍ରଂ ଚତୁର୍ଥକମ୍ ।।୨।।

ଲମ୍ବୋଦରଂ ପଞ୍ଚମଂ ଚ ଷଷ୍ଠଂ ବିକଟମେବ ଚ। ସପ୍ତମଂ ବିଘ୍ନରାଜଂ ଚ ଧୂମ୍ରବର୍ଣ୍ଣ ତଥାଷ୍ଟମମ୍ ।।୩।।

ନବମଂ ଭାଲଚନ୍ଦ୍ରଂ ଚ ଦଶମଂ ତୁ ବିନାୟକମ୍। ଏକାଦଶଂ ଗଣପତିଂ ଦ୍ଵାଦଶଂ ତୁ ଗଜାନନମ୍ ।।୪।।

ଦ୍ଵାଦଶୈତାନି ନାମାନି ତ୍ରିସନ୍ଧ୍ୟଂ ଯଃ ପଠେନ୍ନରଃ। ନ ଚ ବିଘ୍ନଭୟଂ ତସ୍ୟ ସର୍ବସିଦ୍ଧିଶ୍ଚ ଜାୟତେ ।।୫।।

ବିଦ୍ୟାର୍ଥୀ ଲଭତେ ବିଦ୍ୟାଂ ଧନାର୍ଥୀ ଲଭତେ ଧନମ୍। ପୁତ୍ରାର୍ଥୀ ଲଭତେ ପୁତ୍ରାନ୍ମୋକ୍ଷାର୍ଥୀ ଲଭତେ ଗତିମ୍ ।।୬।।

ଜପେଦ୍ ଗଣପତିସ୍ତୋତ୍ରଂ ଷଡ୍ଭିର୍ମାସୈଃ ଫଳଂ ଲଭେତ୍। ସଂବତ୍ସରେଣ ସିଦ୍ଧିଂ ଚ ଲଭତେ ନାତ୍ର ସଂଶୟଃ ।।୭।।

ଅଷ୍ଟାଭ୍ୟୋ ବ୍ରାହ୍ମଣେଭ୍ୟଶ୍ଚ ଲିଖିତ୍ଵା ଯଃ ସମର୍ପୟେତ୍। ତସ୍ୟ ବିଦ୍ୟା ଭବେତ୍ସର୍ବା ଗଣେଶସ୍ୟ ପ୍ରସାଦତଃ।