ଗନ୍ ପଏଣ୍ଟରେ ଚାଉଳ ମିଲ୍ କର୍ମଚାରୀଙ୍କ ଠାରୁ ଲୁଟ୍, ୮ ଲକ୍ଷ ୩୦ ହଜାର ଟଙ୍କା ନେଇଇଗଲେ ଦୁର୍ବୃତ୍ତ
ଟାଙ୍ଗୀ ୧୯।୧୧: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଜାତୀୟ ରାଜପଥରେ ଗନ୍ ପଏଣ୍ଟରେ ୮ ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ । ଚାଉଳ ମିଲର କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି ଏହି ଟଙ୍କା । ବ୍ଲାଙ୍କ୍ ଫାୟାରିଂ କରି ଲୁଟେରା ନେଇଗଲେ ଟଙ୍କା ଭର୍ତ୍ତି ବ୍ୟାଗ୍ । ଫିଲ୍ମ ଷ୍ଟାଇଲରେ ଲୁଟ୍ ହୋଇଛି ଟଙ୍କା । କାର୍ ଆଗରେ ଟାଟା-AC ଗାଡ଼ି ରଖି ଲୁଟେରା ନେଇଗଲେ ଟଙ୍କା । ମିଲର କର୍ମଚାରୀ ଏକ କାର୍ ଯୋଗେ ଟଙ୍କା ନେଇ ଯାଉଥିବା ବେଳେ ହଠାତ ଏକ ପଲସର୍ ଗାଡ଼ିରେ ଲୁଟେରା ଆସି ବ୍ଲାଙ୍କ୍ ଫାୟାରିଂ କରି ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ ମାରିଲେ । ବାଣପୁର ପୋଲିସ ପକ୍ଷରୁ ଛାନ୍ଭିନ୍ ଆରମ୍ଭ ହୋଇଛି ।You Can Read:ଭରତପୁର ଥାନାରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ, ପଚରାଉଚରା ବେଳେ ଭାବ ବିହ୍ବଳ ହେଲେ ମେଜରଙ୍କ ବାନ୍ଧବୀ
ଟାଙ୍ଗୀ ୧୯।୧୧: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଜାତୀୟ ରାଜପଥରେ ଗନ୍ ପଏଣ୍ଟରେ ୮ ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ । ଚାଉଳ ମିଲର କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି ଏହି ଟଙ୍କା । ବ୍ଲାଙ୍କ୍ ଫାୟାରିଂ କରି ଲୁଟେରା ନେଇଗଲେ ଟଙ୍କା ଭର୍ତ୍ତି ବ୍ୟାଗ୍ । ଫିଲ୍ମ ଷ୍ଟାଇଲରେ ଲୁଟ୍ ହୋଇଛି ଟଙ୍କା । କାର୍ ଆଗରେ ଟାଟା-AC ଗାଡ଼ି ରଖି ଲୁଟେରା ନେଇଗଲେ ଟଙ୍କା । ମିଲର କର୍ମଚାରୀ ଏକ କାର୍ ଯୋଗେ ଟଙ୍କା ନେଇ ଯାଉଥିବା ବେଳେ ହଠାତ ଏକ ପଲସର୍ ଗାଡ଼ିରେ ଲୁଟେରା ଆସି ବ୍ଲାଙ୍କ୍ ଫାୟାରିଂ କରି ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ ମାରିଲେ । ବାଣପୁର ପୋଲିସ ପକ୍ଷରୁ ଛାନ୍ଭିନ୍ ଆରମ୍ଭ ହୋଇଛି ।
You Can Read:
ଭରତପୁର ଥାନାରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ, ପଚରାଉଚରା ବେଳେ ଭାବ ବିହ୍ବଳ ହେଲେ ମେଜରଙ୍କ ବାନ୍ଧବୀ