ଗଭୀର ନଦୀରେ ବିୟର ବୋତଲ ଖୋଲି ଦେଲା କୁମ୍ଭୀର, ପୂରା ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଏହି ଭିଡିଓଟି ଆମେରିକାର ଫ୍ଲୋରିଡା ସହରର। ଭିଡିଓରେ ଦେଖିବାକୁ ମିଳୁଛି ନଦୀର ନୀଳ ଜଳରାଶିରେ ଡଙ୍ଗାରେ ଯାତ୍ରା କରୁଥିବା କିଛି ଯୁବକ ବିୟର ବୋତଲ ଖୋଲିବାକୁ କୁମ୍ଭୀର ସାହାର୍ଯ୍ୟ ନେଉଛନ୍ତି। ପ୍ରଥମେ ସେମାନେ ବୋତଲ ଖୋଲିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ନ ଖୋଲିପାରି ନଦୀରେ ଥିବା ଏକ କୁମ୍ଭୀରକୁ ଦେଖାଉଛନ୍ତି। କୁମ୍ଭୀର […] The post ଗଭୀର ନଦୀରେ ବିୟର ବୋତଲ ଖୋଲି ଦେଲା କୁମ୍ଭୀର, ପୂରା ଭିଡିଓ ଦେଖିଲେ… appeared first on Dharitri Odia News.
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଏହି ଭିଡିଓଟି ଆମେରିକାର ଫ୍ଲୋରିଡା ସହରର। ଭିଡିଓରେ ଦେଖିବାକୁ ମିଳୁଛି ନଦୀର ନୀଳ ଜଳରାଶିରେ ଡଙ୍ଗାରେ ଯାତ୍ରା କରୁଥିବା କିଛି ଯୁବକ ବିୟର ବୋତଲ ଖୋଲିବାକୁ କୁମ୍ଭୀର ସାହାର୍ଯ୍ୟ ନେଉଛନ୍ତି। ପ୍ରଥମେ ସେମାନେ ବୋତଲ ଖୋଲିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ନ ଖୋଲିପାରି ନଦୀରେ ଥିବା ଏକ କୁମ୍ଭୀରକୁ ଦେଖାଉଛନ୍ତି। କୁମ୍ଭୀର ଏହାକୁ ଖୋଲିହେଉଛି। ପରେ ଯୁବକ ଜଣକ ଏହାକୁ ପିଉଛନ୍ତି। ଯେଉଁଠାରେ କୁମ୍ଭୀରକୁ ପ୍ରାୟ ସମସ୍ତେ ଭୟ କରୁଥିବା କରନ୍ତି ସେଠାରେ ଏହି ଯୁବକମାନେ ଦୁଃସାହସିକ କାର୍ଯ୍ୟ କରିଛନ୍ତି। ଯଦି କୁମ୍ଭୀର ଆକ୍ରମଣ କରିଥାନ୍ତା ଏହା ତାଙ୍କ ଉପରେ ମହଙ୍ଗା ପଡ଼ିଥାନ୍ତା ମାତ୍ର ସେପରି କିଛି ହୋଇନାହିଁ। ଏଭି ଭିଡିଓକୁ @ ୱାଲଷ୍ଟ୍ରିଟ ସିଲଭ ସହିତ ଏକ୍ସରେ ଶେୟାର କରିଛନ୍ତି। କ୍ୟାପସନ୍ ଲେଖିଛନ୍ତି, ଫ୍ଲୋରିଡାର ଜଣେ ବ୍ୟକ୍ତି ବିୟର କ୍ୟାନ ଖୋଲିବା ପାଇଁ ଏକ ଆଲିଗେଟର ବ୍ୟବହାର କରନ୍ତି।
Using a gator as a can opener. Dudes rock. pic.twitter.com/uUCbOk3paV
— Catch Up Bites (@catchupbites) July 3, 2024
The post ଗଭୀର ନଦୀରେ ବିୟର ବୋତଲ ଖୋଲି ଦେଲା କୁମ୍ଭୀର, ପୂରା ଭିଡିଓ ଦେଖିଲେ… appeared first on Dharitri Odia News.