ଗର୍ଲଫ୍ରେଣ୍ଡଙ୍କୁ ହେଲିକପ୍ଟରରେ ବୁଲାଇବା ସହ ଟଙ୍କାରେ ଚଲାଉଛନ୍ତି ଏହି ବ୍ୟକ୍ତି:ଦେଖନ୍ତୁ ଭିଡିଓ
ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଏହିପରି ଅନେକ ଭିଡିଓ ଦେଖିବାକୁ ମିଳେ ଯାହା ଜ୍ଞାନରେ ପରିପୂର୍ଣ୍ଣ। କିଛି ଭିଡିଓ ଅଛି, ଯାହା ଆଶ୍ଚର୍ଯ୍ୟ କରେ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜର ସମ୍ପତ୍ତି ଦେଖାଉଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ହେଲିକପ୍ଟର ଯୋଗେ ନିଜ ପ୍ରେମିକାକୁ ଆଣିଛନ୍ତି। ବ୍ୟକ୍ତି ଜଣକ […] The post ଗର୍ଲଫ୍ରେଣ୍ଡଙ୍କୁ ହେଲିକପ୍ଟରରେ ବୁଲାଇବା ସହ ଟଙ୍କାରେ ଚଲାଉଛନ୍ତି ଏହି ବ୍ୟକ୍ତି:ଦେଖନ୍ତୁ ଭିଡିଓ appeared first on Dharitri Odia News.
ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଏହିପରି ଅନେକ ଭିଡିଓ ଦେଖିବାକୁ ମିଳେ ଯାହା ଜ୍ଞାନରେ ପରିପୂର୍ଣ୍ଣ। କିଛି ଭିଡିଓ ଅଛି, ଯାହା ଆଶ୍ଚର୍ଯ୍ୟ କରେ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜର ସମ୍ପତ୍ତି ଦେଖାଉଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ହେଲିକପ୍ଟର ଯୋଗେ ନିଜ ପ୍ରେମିକାକୁ ଆଣିଛନ୍ତି। ବ୍ୟକ୍ତି ଜଣକ ତାଙ୍କ ଗର୍ଲଫ୍ରେଣ୍ଡ ଚାଲିବା ପାଇଁ ଅନେକ ଟଙ୍କା ବିଡା ବିସ୍ତାର କରିଛନ୍ତି। ଯାହା ଉପରେ ଚଢି ତାଙ୍କ ଗର୍ଲଫ୍ରେଣ୍ଡ ଆସୁଛନ୍ତି। ଏପରିକି କିଛି ନୋଟ ସେଠାରେ ବିଛାଡି ହୋଇ ପଡ଼ିଥିବାର ଦେଖାଯାଏ। ଏହି ବ୍ୟକ୍ତିଙ୍କ ଧନ ଦେଖି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କିଛି ଲୋକ ତାଙ୍କ କାର୍ଯ୍ୟକୁ ପସନ୍ଦ କରିନାହାନ୍ତି। ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି।
The post ଗର୍ଲଫ୍ରେଣ୍ଡଙ୍କୁ ହେଲିକପ୍ଟରରେ ବୁଲାଇବା ସହ ଟଙ୍କାରେ ଚଲାଉଛନ୍ତି ଏହି ବ୍ୟକ୍ତି:ଦେଖନ୍ତୁ ଭିଡିଓ appeared first on Dharitri Odia News.