ଗହଣା ଦୋକାନୀଙ୍କ ଠାରୁ ଲୁଟ୍ । ଦୋକାନ ସଟର ଖୋଲିବାବେଳେ ମାଲିକଙ୍କ ଠାରୁ ଅଳଙ୍କାର ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ଜୁଏଲାରୀ ଦୋକାନ ମାଲିକଙ୍କ ଠାରୁ ଅଳଙ୍କାର ବ୍ୟାଗ ଲୁଟିନେଲେ ଲୁଟେରା । ଖଇରା ଥାନା ଡୁଙ୍ଗୁରା ବଜାର ତାରିଣୀ ଜୁଏଲାରୀ ଦୋକାନର ମାଲିକ ଗଣେଶ ସାହୁ ଦୋକାନର ସର୍ଟର ଖୋଲିବା ବେଳେ ଅଳଙ୍କାର ବ୍ୟାଗଟି ଏକ ଚ୍ୟାୟର ଉପରେ ରଖିଥିଲେ  କ୍ଷ ହଠାତ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ଅଳଙ୍କାର ବ୍ୟାଗକୁ ଲୁଟ କରି ଫେରାର ହୋଇଯାଇଛନ୍ତି । ଖଇରା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି  । 