ଗହୀରମଥାର ମୋହ ଛାଡ଼ିପାରି ନାହାନ୍ତି ମା' କଇଁଛ

ବାଟ ହୁଡ଼ାଇ ପାରେନି ଅଥଳ ସମୁଦ୍ର। ଦିଗ ହଜାଇ ପାରେନି ମହାସାଗର। ଆଶ୍ଚର୍ଯ୍ୟର କଥା, ଶହ ଶହ ନଟିକାଲ୍ ମାଇଲ୍ ଅତିକ୍ରମ କରି କେମିତି କେଜାଣି ନିଜ ପୁରୁଣା ଅନ୍ତୁଡ଼ିଶାଳକୁ ଖୋଜି ନିଅନ୍ତି ଅଲିଭ ରିଡଲେ କଇଁଛ।

ଗହୀରମଥାର ମୋହ ଛାଡ଼ିପାରି ନାହାନ୍ତି ମା' କଇଁଛ
Array