ଗାଧୋଇବା ବେଳେ ନଦୀରେ ବୁଡି ଛାତ୍ର ମୃତ
ସାଲେପୁର(କେନ୍ୟୁଜ୍) : ନଦୀରେ ଗାଧୋଇବା ହେଲା କାଳ l ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ସାଲେପୁର କଲେଜର ଦୁଇ ଛାତ୍ର ମୃତ l ମୃତ ଛାତ୍ର ଜଣଙ୍କ ହେଲେ ସାଲେପୁର ବ୍ଲକ ମୁର୍କୁଣ୍ଡି ଗ୍ରାମର ଅମୁଲ୍ୟ ବେହେରାଙ୍କ ପୁଅ ପ୍ରୀତି ରଞ୍ଜନ ବେହେରା । ତାଙ୍କ ବୟସ ୧୭ ବର୍ଷ l ପ୍ରୀତି ରଞ୍ଜନ ସାଙ୍ଗସାଥି ମେଳରେ ଚିତ୍ରୋତ୍ପଳା ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ କୌଣସି କାରଣରୁ ନଦୀ ଗର୍ଭରେ ବୁଡିଯାଇ ମୃତ୍ୟୁବରଣ କରିଛନ୍ତି । […] The post ଗାଧୋଇବା ବେଳେ ନଦୀରେ ବୁଡି ଛାତ୍ର ମୃତ appeared first on KNews Odisha.

ସାଲେପୁର(କେନ୍ୟୁଜ୍) : ନଦୀରେ ଗାଧୋଇବା ହେଲା କାଳ l ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ସାଲେପୁର କଲେଜର ଦୁଇ ଛାତ୍ର ମୃତ l ମୃତ ଛାତ୍ର ଜଣଙ୍କ ହେଲେ ସାଲେପୁର ବ୍ଲକ ମୁର୍କୁଣ୍ଡି ଗ୍ରାମର ଅମୁଲ୍ୟ ବେହେରାଙ୍କ ପୁଅ ପ୍ରୀତି ରଞ୍ଜନ ବେହେରା । ତାଙ୍କ ବୟସ ୧୭ ବର୍ଷ l ପ୍ରୀତି ରଞ୍ଜନ ସାଙ୍ଗସାଥି ମେଳରେ ଚିତ୍ରୋତ୍ପଳା ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ କୌଣସି କାରଣରୁ ନଦୀ ଗର୍ଭରେ ବୁଡିଯାଇ ମୃତ୍ୟୁବରଣ କରିଛନ୍ତି ।
ସ୍ତାନୀୟ ଗ୍ରାମବାସୀ ମାନେ ଖୋଜାଖୋଜି ପରେ ଛାତ୍ରଜଣଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କିଶନନଗର ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇଵା ସହ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି l
The post ଗାଧୋଇବା ବେଳେ ନଦୀରେ ବୁଡି ଛାତ୍ର ମୃତ appeared first on KNews Odisha.