ଗାଧୋଇବା ବେଳେ ପୋଖରୀରେ ବୁଡି ୨ ମୃତ

ଯାଜପୁର : ଗାଧୋଇବାବେଳେ ଘଟିଗଲା ଅଘଟଣ I ପୋଖରୀରେ ବୁଡ଼ିଗଲେ ଭାଇ ଭଉଣୀ I ପୋଖରୀରେ ବୁଡ଼ି ଭାଇଭଉଣୀଙ୍କର ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମଙ୍ଗଳପୁର ଥାନା କୂଳସାହି ଗାଁରେ । ଆଜି ଘର ପାଖ ପୋଖରୀ ନିକଟରେ ଖେଳୁଥିବା ସମୟରେ ଖେଳୁଥିବା ସମୟରେ ହଠାତ ଦୁଇଜଣଙ୍କର ଗୋଡ ଖସି ଯାଇଥିଲା । ଏହାପରେ ଦୁଇଜଣ ପୋଖରୀରେ ବୁଡ଼ିଯାଇଥିବା ଜଣାପଡ଼ିଛି । ତେବେ ମୃତ ଭାଇର ବୟସ ୩ ବର୍ଷ ହୋଇଥିବା […]

ଗାଧୋଇବା ବେଳେ ପୋଖରୀରେ ବୁଡି ୨ ମୃତ
ଗାଧୋଇବା ବେଳେ ପୋଖରୀରେ ବୁଡି ୨ ମୃତ

ଯାଜପୁର : ଗାଧୋଇବାବେଳେ ଘଟିଗଲା ଅଘଟଣ I ପୋଖରୀରେ ବୁଡ଼ିଗଲେ ଭାଇ ଭଉଣୀ I ପୋଖରୀରେ ବୁଡ଼ି ଭାଇଭଉଣୀଙ୍କର ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମଙ୍ଗଳପୁର ଥାନା କୂଳସାହି ଗାଁରେ । ଆଜି ଘର ପାଖ ପୋଖରୀ ନିକଟରେ ଖେଳୁଥିବା ସମୟରେ ଖେଳୁଥିବା ସମୟରେ ହଠାତ ଦୁଇଜଣଙ୍କର ଗୋଡ ଖସି ଯାଇଥିଲା । ଏହାପରେ ଦୁଇଜଣ ପୋଖରୀରେ ବୁଡ଼ିଯାଇଥିବା ଜଣାପଡ଼ିଛି । ତେବେ ମୃତ ଭାଇର ବୟସ ୩ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୨ ବର୍ଷ ହୋଇଥିବା ସୂଚନା ମିଳିଛି ।