ଗୁଁଡ଼ିଖାଇ ତିହାର:ରଣେଶ୍ୱର ରାମଚଣ୍ଡୀ ମନ୍ଦିର କୁ ପହଁଚିଲା ନୁଆଁ ଫଳ ଆଉ ଫୁଲ

ସମ୍ବଲପୁର:ଦାନୀପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ରେ ଶୁକ୍ରବାର ଫାଲଗୁନ ପୂଣ୍ଣିମା ଦିନ ଗୁଁଡ଼ିଖାଇ ପର୍ବ ନୁଆଁ ଖାଇ ରେ ଯେପରି ପ୍ରଥମ ଶସ୍ୟ ମାଆ ଙ୍କୁ ପ୍ରଥମେ ଅର୍ପଣ କରାଯାଇଥିବା ବେଳେ ଗୁଁଡ଼ିଖାଇ ଅବସରରେ ନୁଆଁ ଫଳ ଆମ୍ବ,ଚାର, ନୁଆଁ ଫୁଲ ମହୁଲ, ପଳାସ ଫୁଲ ଏବଂ ପତ୍ର , ଚଣା, ଚଣା, ସାକରପଟି ର ଭୋଗ ଅର୍ପଣ କରାଯାଇଥାଏ ଗୁରୁବାର ପୂର୍ବାହ୍ନ ରେ ତାଲବ ଗ୍ରାମର ର ଯୁବ ଚାଷୀ ବିବେକାନନ୍ଦ ଭୋଇ ନିଜ […] The post ଗୁଁଡ଼ିଖାଇ ତିହାର:ରଣେଶ୍ୱର ରାମଚଣ୍ଡୀ ମନ୍ଦିର କୁ ପହଁଚିଲା ନୁଆଁ ଫଳ ଆଉ ଫୁଲ appeared first on Odisha.News.

ଗୁଁଡ଼ିଖାଇ ତିହାର:ରଣେଶ୍ୱର ରାମଚଣ୍ଡୀ ମନ୍ଦିର କୁ ପହଁଚିଲା ନୁଆଁ ଫଳ ଆଉ ଫୁଲ

ସମ୍ବଲପୁର:ଦାନୀପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ରେ ଶୁକ୍ରବାର ଫାଲଗୁନ ପୂଣ୍ଣିମା ଦିନ ଗୁଁଡ଼ିଖାଇ ପର୍ବ ନୁଆଁ ଖାଇ ରେ ଯେପରି ପ୍ରଥମ ଶସ୍ୟ ମାଆ ଙ୍କୁ ପ୍ରଥମେ ଅର୍ପଣ କରାଯାଇଥିବା ବେଳେ ଗୁଁଡ଼ିଖାଇ ଅବସରରେ ନୁଆଁ ଫଳ ଆମ୍ବ,ଚାର, ନୁଆଁ ଫୁଲ ମହୁଲ, ପଳାସ ଫୁଲ ଏବଂ ପତ୍ର , ଚଣା, ଚଣା, ସାକରପଟି ର ଭୋଗ ଅର୍ପଣ କରାଯାଇଥାଏ ଗୁରୁବାର ପୂର୍ବାହ୍ନ ରେ ତାଲବ ଗ୍ରାମର ର ଯୁବ ଚାଷୀ ବିବେକାନନ୍ଦ ଭୋଇ ନିଜ ବିଲ ରେ ଥିବା ଗଛ ରେ ଫୁଲ, ଫକ ପଲାସ ପତ୍ରର ଦନା ସଂଘ୍ରହ କରି ମନ୍ଦିର ପୂଜା ପ୍ରମୁଖ ଦେବୀ ପ୍ରସାଦ ଭୋଇ ଙ୍କୁ ଅର୍ପଣ କରି ଥିଲେ / ଲଗ୍ନା ନୁସାରେ ପୂର୍ଣମୀ ଶୁକ୍ରବାର ଦିନ ସକାଳ ୭.୩୯ ରୁ ସକାଳ ୯.୦୩ ମଧ୍ୟରେ ରଣେଶ୍ୱର ରାମଚଣ୍ଡୀ ଏବଂ ଅନ୍ୟାନ୍ୟ ଦେବା ଦେବୀ ଙ୍କୁ ଗୁଁଡ଼ି ଖାଇ ଭୋଗ ଅର୍ପଣ କରା ହେବ

The post ଗୁଁଡ଼ିଖାଇ ତିହାର:ରଣେଶ୍ୱର ରାମଚଣ୍ଡୀ ମନ୍ଦିର କୁ ପହଁଚିଲା ନୁଆଁ ଫଳ ଆଉ ଫୁଲ appeared first on Odisha.News.