ଗୁଜରାଟ ମେଶୋ ନଦୀରେ ଅଘଟଣ; ଗାଧୋଇବାବେଳେ ବୁଡିଯାଇ ପ୍ରାଣ ହରାଇଲେ ୮ ଜଣ

ନନ୍ଦିଘୋଷ ବ୍ୟୁରୋ : ଗାଧୋଇବା ବେଳେ ବୁଡିଗଲେ ୮ ଜଣ। ଗୁଜରାଟର ଗାନ୍ଧିନଗର ଜିଲ୍ଲା ଅନ୍ତର୍ଗତ ମେଶୋ ନଦୀରେ ଘଟିଛି... The post ଗୁଜରାଟ ମେଶୋ ନଦୀରେ ଅଘଟଣ; ଗାଧୋଇବାବେଳେ ବୁଡିଯାଇ ପ୍ରାଣ ହରାଇଲେ ୮ ଜଣ appeared first on .

ଗୁଜରାଟ ମେଶୋ ନଦୀରେ ଅଘଟଣ; ଗାଧୋଇବାବେଳେ ବୁଡିଯାଇ ପ୍ରାଣ ହରାଇଲେ ୮ ଜଣ

ନନ୍ଦିଘୋଷ ବ୍ୟୁରୋ : ଗାଧୋଇବା ବେଳେ ବୁଡିଗଲେ ୮ ଜଣ। ଗୁଜରାଟର ଗାନ୍ଧିନଗର ଜିଲ୍ଲା ଅନ୍ତର୍ଗତ ମେଶୋ ନଦୀରେ ଘଟିଛି ଅଘଟଣ। ଦେଗାମ ତାଲୁକା ଅଧୀନ ଭସନା ସୋଗଥି ଗ୍ରାମର କିଛି ଲୋକ ନଦୀରେ ଗାଧୋଇବାବେଳେ ବୁଡିଯାଇଥିଲେ ବୋଲି କହିଛନ୍ତି ସବଡିଭିଜନାଲ ମାଜିଷ୍ଟ୍ରେଟ ଏସ.ବି. ମୋଦିୟା। ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ୮ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଉ କିଛି ଲୋକଙ୍କ ମୃତ୍ଯୁ ଘଟିଥିବା ଆଶଙ୍କା ରହିଛି। ପହଁରା ନଜାଣି ଗଭୀର ନଦୀକୁ ଚାଲିଯାଇଥିବାରୁ ସେମାନଙ୍କର ମୃତ୍ଯୁ ଘଟିଥିବା କୁହାଯାଇଛି। ନଦୀରେ ଏକ ଚେକ୍ ଡ୍ଯାମ ନିର୍ମାଣ ହେଉଥିବାରୁ ଜଳ ପରିମାଣ ଅଧିକ ଥିଲା।

The post ଗୁଜରାଟ ମେଶୋ ନଦୀରେ ଅଘଟଣ; ଗାଧୋଇବାବେଳେ ବୁଡିଯାଇ ପ୍ରାଣ ହରାଇଲେ ୮ ଜଣ appeared first on .