‘ଗୁମସ୍ତା ମାନେ ମନ ପରିବର୍ତ୍ତନ କରନ୍ତୁ’
ଯେଉଁ ସରକାରୀ ଅଧିକାରୀ ମାନେ ଗୁମସ୍ତା ଭୂମିକାରେ ଥିଲେ, ଏବଂ ଗୋଟିଏ ଦଳ ପ୍ରତି କାମ କରୁଥିଲେ। ସେମାନେ ମନ ପରିବର୍ତ୍ତନ କରନ୍ତୁ ବୋଲି କହିଛନ୍ତି ବିଜେପି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।