ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ, କ୍ଲାସରୁମରେ ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ
ବଲାଙ୍ଗୀର: ବଲାଙ୍ଗୀରରେ ଲଜ୍ଜା। ଗୁରୁ ଶିଷ୍ୟ ପରମ୍ପରାରେ କଳଙ୍କ। କ୍ଲାସରୁମରେ ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ। ପ୍ରଧାନଶିକ୍ଷକ ଅଶୋକ କୁମାର ତ୍ରିପାଠୀ ନାଁରେ ସଦରଥାନାରେ ଅଭିଯୋଗ । ଅଭିଭାବକମାନେ ଘଟଣା ଜାଣିବାପରେ ସଂପୃକ୍ତ ରସିକିଆ ୫୮ ବର୍ଷିୟ ପ୍ରଧାନ ଶିକ୍ଷକଙ୍କ ନାଁରେ ବଲାଙ୍ଗୀର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।