ଗୁଳୁଗୁଳି ଓ ବର୍ଷା ମଧ୍ୟରେ ଛକାପଞ୍ଝା : ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି କିନ୍ତୁ ଭାରି ବର୍ଷା ହେଉନି
ଭୁବନେଶ୍ବର ୨୪।୭: ରାଜ୍ୟରେ ହେଉନି ଭାରି ବର୍ଷା । ଚଳିତ ବର୍ଷ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି କିନ୍ତୁ ଭାରି ବର୍ଷା ହେଉନି । ଗତ ୧୦ ଦିନ ମଧ୍ୟରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲାଣି । ଅବପାତରେ ମଧ୍ୟ ବଦଳିଲା । କିନ୍ତୁ ଭାରି ବର୍ଷା ହେଲା ନାହିଁ । ଗତ ଦୁଇ ଦିନ ହେଲା ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ପକେଟ୍ରେ ଘୂର୍ଣ୍ଣିବଳୟ ରହୁଛି କିନ୍ତୁ ଏହା ପ୍ରଭାବ ମଧ୍ୟ ସେତେଟା ନାହିଁ । ରାଜ୍ୟରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେଉଛି । କାରଣ ଏହି ସମୟରେ ଦକ୍ଷିଣ ଚାଇନା ସାଙ୍ଗରେ ଏକ ସାଇକ୍ଲୋନ ସିଷ୍ଟମ ରହୁଛି । ସେଠାକୁ ଅଧିକ ଜଳୀୟବାଷ୍ପ ଚାଲି ଯାଉଥିବାରୁ ବର୍ଷାର ପରିମାଣ କମୁଛି । ବର୍ତ୍ତମାନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୬, ୨୭ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ମୁହାଁ ହେବ । ପ୍ରଭାବରେ ୨୮ ଯାଏଁ କେନ୍ଦ୍ରୀୟ ଓଡ଼ିଶା ଓ ଉତ୍ତର ଓଡ଼ିଶା ପଟେ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ।You Can Read:ଗୃହରେ ଅଚଳାବସ୍ଥା ଜାରି, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଭୁବନେଶ୍ବର ୨୪।୭: ରାଜ୍ୟରେ ହେଉନି ଭାରି ବର୍ଷା । ଚଳିତ ବର୍ଷ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି କିନ୍ତୁ ଭାରି ବର୍ଷା ହେଉନି । ଗତ ୧୦ ଦିନ ମଧ୍ୟରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲାଣି । ଅବପାତରେ ମଧ୍ୟ ବଦଳିଲା । କିନ୍ତୁ ଭାରି ବର୍ଷା ହେଲା ନାହିଁ । ଗତ ଦୁଇ ଦିନ ହେଲା ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ପକେଟ୍ରେ ଘୂର୍ଣ୍ଣିବଳୟ ରହୁଛି କିନ୍ତୁ ଏହା ପ୍ରଭାବ ମଧ୍ୟ ସେତେଟା ନାହିଁ । ରାଜ୍ୟରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେଉଛି । କାରଣ ଏହି ସମୟରେ ଦକ୍ଷିଣ ଚାଇନା ସାଙ୍ଗରେ ଏକ ସାଇକ୍ଲୋନ ସିଷ୍ଟମ ରହୁଛି । ସେଠାକୁ ଅଧିକ ଜଳୀୟବାଷ୍ପ ଚାଲି ଯାଉଥିବାରୁ ବର୍ଷାର ପରିମାଣ କମୁଛି । ବର୍ତ୍ତମାନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୬, ୨୭ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ମୁହାଁ ହେବ । ପ୍ରଭାବରେ ୨୮ ଯାଏଁ କେନ୍ଦ୍ରୀୟ ଓଡ଼ିଶା ଓ ଉତ୍ତର ଓଡ଼ିଶା ପଟେ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ।
You Can Read: