ଗୋଟି ଗୋଟି କରି ବଦ୍‌ଲା ନେବି...

ବାପାଙ୍କ ଭଳି ହେବି। ଗୋଟି ଗୋଟି କରି ବଦ୍‌ଲା ନେବି। ଖୋଜି ଖୋଜି ସମସ୍ତଙ୍କୁ ମାରିବି। ବ୍ୟର୍ଥ ଯିବାକୁ ଦେବିନି ମୋ ବାପାର ବଳିଦାନ। ପାକିସ୍ତାନକୁ ମାଟିରେ ମିଶାଇ ଦେବି। ଇଏ ପାକ୍‌ ଆକ୍ରମଣରେ ସହିଦ ସର୍ଜଣ୍ଟ ସୁରେନ୍ଦ୍ର ମୋଗାଙ୍କ ୧୧ ବର୍ଷର ଝିଅ ବର୍ତ୍ତିକା। ବାପା ମୃତ୍ୟୁର ୨ ଦିନ ନ ବିତିଣୁ ଝିଅ ଅଣ୍ଟା ଭିଡିଛି ପାକିସ୍ତାନ ବିରୋଧରେ ବଦ୍‌ଲା ନେବାକୁ।

ଗୋଟି ଗୋଟି କରି ବଦ୍‌ଲା ନେବି...
Array