ଗୋଟିଏ ପରିବାରର ୫ଜଣଙ୍କ ଭିଡିଓ ଭାଇରାଲ, ଥାନାରେ ଏତଲା ଦେଲେ ମହିଳା
ଭୁବନେଶ୍ବର: ସାଇବର ଥାନାକୁ ଆସିଲା ଭିଡିଓ ଭାଇରାଲ ଅଭିଯୋଗ। ଗୋଟିଏ ପରିବାରର ୫ ଜଣଙ୍କ ଭିଡିଓ ଭାଇରାଲ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ସାଇବର ଥାନା ଓ ପରେ ସହୀଦନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା । ମହିଳାଙ୍କ ଅଭିଯୋଗ ମୁତାବକ, ତାଙ୍କ ପରିବାରର ନାବାଳିକା ଠାରୁ ଆରମ୍ଭ କରି ୯୦ ବର୍ଷର ବୃଦ୍ଧାଙ୍କ ଭିଡିଓ ଭାଇରାଲ କରାଯାଇଛି । ପର୍ଣ୍ଣ ଷ୍ଟାରଙ୍କ ଦେହ ସହ ମୁହଁ ଏଡିଟ କରି ଏଭଳି କରାଯାଇଛି । […]

ଭୁବନେଶ୍ବର: ସାଇବର ଥାନାକୁ ଆସିଲା ଭିଡିଓ ଭାଇରାଲ ଅଭିଯୋଗ। ଗୋଟିଏ ପରିବାରର ୫ ଜଣଙ୍କ ଭିଡିଓ ଭାଇରାଲ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ସାଇବର ଥାନା ଓ ପରେ ସହୀଦନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା ।
ମହିଳାଙ୍କ ଅଭିଯୋଗ ମୁତାବକ, ତାଙ୍କ ପରିବାରର ନାବାଳିକା ଠାରୁ ଆରମ୍ଭ କରି ୯୦ ବର୍ଷର ବୃଦ୍ଧାଙ୍କ ଭିଡିଓ ଭାଇରାଲ କରାଯାଇଛି । ପର୍ଣ୍ଣ ଷ୍ଟାରଙ୍କ ଦେହ ସହ ମୁହଁ ଏଡିଟ କରି ଏଭଳି କରାଯାଇଛି । ପୂର୍ବ ଶତ୍ରୁତାରୁ କେହି ଏଭଳି କରୁଥାଇପାରନ୍ତି ବୋଲି ସନ୍ଦେହ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା ଜଣଙ୍କ । ତାଙ୍କୁ ନ୍ୟାୟ ଦେବା ସହ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ସେ ଏତଲା ଦେଇଥିବା କହିଛନ୍ତି।