ଗୋପାଳପୁର ପୁଲିସ ପକ୍ଷରୁ ଗଞ୍ଜେଇ ଜବତ, ଜଣେ ପୁରୁଷ, ଦୁଇ ମହିଳା ଗିରଫ
ଗୋପାଳପୁର ୯/୧୦ ଗୋପାଳପୁର ପୁଲିସ ଆଜି ୨୩ କେ. ଜି ଗଞ୍ଜେଇ ଜବତ କରିବା ସହ ସମ୍ପୃକ୍ତ ଦୁଇ ମହିଳା ଓ ଜଣେ ପୁରୁଷକୁ ଗିରଫ କରିଛି l ସୂଚନା ପ୍ରକାରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଗଞ୍ଜେଇ ଚୁରା ଚାଲାଣ ହୋଉଥିବା ଖବର ପାଇଁ ପୁଲିସ ପ୍ରାୟ ସକାଳ ୧୦ ଘଣ୍ଟା ସମୟରେ ଗାଡ଼ି ଯାଞ୍ଚ ଆରମ୍ଭ କରିଥିଲା l ଯାଞ୍ଚ ବେଳେ ଗୋଟିଏ ବାଇକରେ ଏକ ବସ୍ତା ରହିଥିବା ସନ୍ଦେହ କରି […] The post ଗୋପାଳପୁର ପୁଲିସ ପକ୍ଷରୁ ଗଞ୍ଜେଇ ଜବତ, ଜଣେ ପୁରୁଷ, ଦୁଇ ମହିଳା ଗିରଫ appeared first on Odisha.News.

ଗୋପାଳପୁର ୯/୧୦
ଗୋପାଳପୁର ପୁଲିସ ଆଜି ୨୩ କେ. ଜି ଗଞ୍ଜେଇ ଜବତ କରିବା ସହ ସମ୍ପୃକ୍ତ ଦୁଇ ମହିଳା ଓ ଜଣେ ପୁରୁଷକୁ ଗିରଫ କରିଛି l ସୂଚନା ପ୍ରକାରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଗଞ୍ଜେଇ ଚୁରା ଚାଲାଣ ହୋଉଥିବା ଖବର ପାଇଁ ପୁଲିସ ପ୍ରାୟ ସକାଳ ୧୦ ଘଣ୍ଟା ସମୟରେ ଗାଡ଼ି ଯାଞ୍ଚ ଆରମ୍ଭ କରିଥିଲା l ଯାଞ୍ଚ ବେଳେ ଗୋଟିଏ ବାଇକରେ ଏକ ବସ୍ତା ରହିଥିବା ସନ୍ଦେହ କରି ପୁଲିସ ପଚରା ଉଚରା କରିଥିଲା l ପରେ ସେଠାରୁ ୨୩ କେ. ଜି ଗଞ୍ଜେଇ ପ୍ରାୟ ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କାର ଜବତ କରିବା ସହ ପାଟପୁର ଥାନା ଅଞ୍ଚଳର ଜଣେ ପୁରୁଷ, ଭୁବନେଶ୍ୱର ଅଞ୍ଚଳର ଦୁଇ ମହିଳା ସହ ଏକ ବାଇକକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି l
The post ଗୋପାଳପୁର ପୁଲିସ ପକ୍ଷରୁ ଗଞ୍ଜେଇ ଜବତ, ଜଣେ ପୁରୁଷ, ଦୁଇ ମହିଳା ଗିରଫ appeared first on Odisha.News.