ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜଫ୍ରେମ୍
କନକ ବ୍ୟୁରୋ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ୍ । ପ୍ରଦୀପଙ୍କ ପତ୍ନୀଙ୍କ ନାଁରେ ବି ଚାର୍ଜସିଟ୍ । ଚାର୍ଜଫ୍ରେମ୍ ଦାଖଲ କରିଛି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚାର୍ଜଫ୍ରେମ୍ ହୋଇଥିବା ବେଳେ ଭିଜିଲାନ୍ସ କୋର୍ଟରେ ଚାର୍ଜଫ୍ରେମ୍ ଦାଖଲ ହୋଇଛି । The post ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜଫ୍ରେମ୍ first appeared on Kanak News.

କନକ ବ୍ୟୁରୋ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ୍ । ପ୍ରଦୀପଙ୍କ ପତ୍ନୀଙ୍କ ନାଁରେ ବି ଚାର୍ଜସିଟ୍ । ଚାର୍ଜଫ୍ରେମ୍ ଦାଖଲ କରିଛି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ।
ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚାର୍ଜଫ୍ରେମ୍ ହୋଇଥିବା ବେଳେ ଭିଜିଲାନ୍ସ କୋର୍ଟରେ ଚାର୍ଜଫ୍ରେମ୍ ଦାଖଲ ହୋଇଛି ।
The post ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜଫ୍ରେମ୍ first appeared on Kanak News.